ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଜଣେ ମୃତ
ବଲାଙ୍ଗୀର: ବଲାଙ୍ଗୀରରେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଜଣଙ୍କର ମୃତ୍ୟୁ ଘଟିଛି। ତୁଷୁରା ଥାନା ଆଠଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୨ ପରିବାର ମଧ୍ୟରେ ଝଗଡାରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ତେବେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ସଦସ୍ୟ ଅନ୍ୟ ପରିବାର ଜଣଙ୍କୁ ପଥରରେ ଛେଚି ଛେଚି ହତ୍ୟା କରିଥିଲେ।ସେପଟେ ଗୁରୁତର ମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି ପୋଲିସ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା […] The post ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଜଣେ ମୃତ appeared first on Odisha.News.
ବଲାଙ୍ଗୀର: ବଲାଙ୍ଗୀରରେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଜଣଙ୍କର ମୃତ୍ୟୁ ଘଟିଛି। ତୁଷୁରା ଥାନା ଆଠଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୨ ପରିବାର ମଧ୍ୟରେ ଝଗଡାରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।
ତେବେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ସଦସ୍ୟ ଅନ୍ୟ ପରିବାର ଜଣଙ୍କୁ ପଥରରେ ଛେଚି ଛେଚି ହତ୍ୟା କରିଥିଲେ।ସେପଟେ ଗୁରୁତର ମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି ପୋଲିସ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
The post ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଜଣେ ମୃତ appeared first on Odisha.News.