ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ତାଲିମ ନେଇ ୫୦ ପ୍ରଶିକ୍ଷାର୍ଥୀ ପାଇଲେ ମାନପତ୍ର

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିତସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ପରିସରରେ ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଟମିଣ୍ଟନ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ପ୍ରଶିକ୍ଷକ ନୀଳମାଧବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର, ବିଡିଓ ଅନାମିକା ପାଣ୍ଡେ ଏବଂ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଅତିଥି ଭାବେ ଯୋଗଦେଇ ୫୦ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ବଣ୍ଟନ କରିଥିଲେ। ବାଳିକା ବିଭାଗରେ ସ୍ବିଟି ଏବଂ ଶିଖା, ବାଳକ ବିଭାଗରେ ରିଷଭ ଏବଂ ଦେବାଶିଷ […] The post ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ତାଲିମ ନେଇ ୫୦ ପ୍ରଶିକ୍ଷାର୍ଥୀ ପାଇଲେ ମାନପତ୍ର appeared first on Dharitri Odia News.

ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ତାଲିମ ନେଇ ୫୦ ପ୍ରଶିକ୍ଷାର୍ଥୀ ପାଇଲେ ମାନପତ୍ର

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିତସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ପରିସରରେ ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଟମିଣ୍ଟନ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ପ୍ରଶିକ୍ଷକ ନୀଳମାଧବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର, ବିଡିଓ ଅନାମିକା ପାଣ୍ଡେ ଏବଂ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଅତିଥି ଭାବେ ଯୋଗଦେଇ ୫୦ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ବଣ୍ଟନ କରିଥିଲେ। ବାଳିକା ବିଭାଗରେ ସ୍ବିଟି ଏବଂ ଶିଖା, ବାଳକ ବିଭାଗରେ ରିଷଭ ଏବଂ ଦେବାଶିଷ ଶ୍ରେଷ୍ଠ ପ୍ରତିଭା ଭାବେ ବିବେଚିତ ହୋଇଥିବା ପ୍ରଶିକ୍ଷକ ଜଣାଇଛନ୍ତି।

The post ଗ୍ରୀଷ୍ମକାଳୀନ ବ୍ୟାଡ୍‌ମିଣ୍ଟନ ତାଲିମ ନେଇ ୫୦ ପ୍ରଶିକ୍ଷାର୍ଥୀ ପାଇଲେ ମାନପତ୍ର appeared first on Dharitri Odia News.