ଘଟଗାଁରେ ପହଞ୍ଚି ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଘଟଗାଁରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭାଜପା ଦଳ ପକ୍ଷରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ ସେଠାରୁ ରୋଡ୍‌ ଶୋ’ରେ ଯାଇ ମା’ ତାରିଣୀ ମନ୍ଦିରରେ ଦର୍ଶନ କରିଛନ୍ତି। ସେଠାରେ ମା’ଙ୍କଠାରେ ପୂଜାର୍ଚ୍ଚନା କରି କେନ୍ଦୁଝରକୁ ହେଲିକପ୍ଟରରେ ଯାତ୍ରା କରିଛନ୍ତି। The post ଘଟଗାଁରେ ପହଞ୍ଚି ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଘଟଗାଁରେ ପହଞ୍ଚି ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଘଟଗାଁରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭାଜପା ଦଳ ପକ୍ଷରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁ ହାଇସ୍କୁଲ ପଡ଼ିଆରେ ଓହ୍ଲାଇ ସେଠାରୁ ରୋଡ୍‌ ଶୋ’ରେ ଯାଇ ମା’ ତାରିଣୀ ମନ୍ଦିରରେ ଦର୍ଶନ କରିଛନ୍ତି। ସେଠାରେ ମା’ଙ୍କଠାରେ ପୂଜାର୍ଚ୍ଚନା କରି କେନ୍ଦୁଝରକୁ ହେଲିକପ୍ଟରରେ ଯାତ୍ରା କରିଛନ୍ତି।

The post ଘଟଗାଁରେ ପହଞ୍ଚି ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.