ଘନେଇଲା ଉତ୍କଳ-କୋଶଳ ବିବାଦ

ଘନେଇଲା ଉତ୍କଳ-କୋଶଳ ବିବାଦ। ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଥମୁନି ରାଜନୀତି। ବିଜେଡିର ପ୍ରବଳ ହଟ୍ଟଗୋଳରୁ ଆଜି ବି ଅଚଳ ବିଧାନସଭା। ମୁଖ୍ୟମନ୍ତ୍ରୀଙ୍କୁ ଗୃହରେ ତୁରନ୍ତ ଉତ୍ତର ରଖିବାକୁ ଦାବି। ବ୍ୟକ୍ତିଗତ ମତକୁ ନେଇ ଗୃହ ଚଳାଇ ନଦେବା ଦୁର୍ଭାଗ୍ୟଜନକ କହିଲା ବିଜେପି।

ଘନେଇଲା ଉତ୍କଳ-କୋଶଳ ବିବାଦ
Array