ଘର ବାହାରେ ଓଲଟା ଚପଲ ଦେଖିଲେ ତୁରନ୍ତ କରନ୍ତୁ ସିଧା, ନଚେତ…
ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହା ପଛରେ ଥିବା କାରଣ କ’ଣ। କୁହାଯାଏ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇପାରେ। ଏପରିକି ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଫଳରେ ଘରେ ଦରିଦ୍ରତା ଦେଖାଦେଇଥାଏ। -ମାନ୍ୟତା ଅନୁଯାୟୀ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇଥାଏ। ଏପରି କଲେ ଘରେ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। -କୁହାଯାଏ […] The post ଘର ବାହାରେ ଓଲଟା ଚପଲ ଦେଖିଲେ ତୁରନ୍ତ କରନ୍ତୁ ସିଧା, ନଚେତ… appeared first on Dharitri Odia News.
ଘରେ ଓଲଟା ଚପଲ ଦେଖିଲେ ଆମକୁ ଅନେକ ପାଟି କରିଥାନ୍ତି। ଏପରିକି ଓଲଟା ଚପଲକୁ ସିଧା କରିଦେବାକୁ କହିଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି ଏହା ପଛରେ ଥିବା କାରଣ କ’ଣ। କୁହାଯାଏ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇପାରେ। ଏପରିକି ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଫଳରେ ଘରେ ଦରିଦ୍ରତା ଦେଖାଦେଇଥାଏ।
-ମାନ୍ୟତା ଅନୁଯାୟୀ ଘରେ ଓଲଟା ଚପଲ ଥିଲେ ଝଗଡ଼ା ହୋଇଥାଏ। ଏପରି କଲେ ଘରେ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।
-କୁହାଯାଏ ଘରେ ଓଲଟା ଚପଲ ଥିଲେ ଚିନ୍ତାର ବାତାବରଣ ରହିଥାଏ। ଏହାଦ୍ୱାରା ଶନିଙ୍କ ପ୍ରକୋପ ପଡ଼ିଥାଏ।
-କୁହାଯାଏ ଘର ବାହାରେ ଚପଲ ଓଲଟା ରଖିଲେ ଘରର ସଦସ୍ୟଙ୍କ ମନରେ ଖରାପ ପ୍ରଭାବ ପଡ଼ିଥାଏ।
-ବାସ୍ତୁଶାସ୍ତ୍ର ମୁତାବିକ ଏହାଦ୍ୱାରା ପରିବାରର ସୁଖଶାନ୍ତିରେ ବହୁତ ବାଧା ସୃଷ୍ଟି ହୋଇଥାଏ।
The post ଘର ବାହାରେ ଓଲଟା ଚପଲ ଦେଖିଲେ ତୁରନ୍ତ କରନ୍ତୁ ସିଧା, ନଚେତ… appeared first on Dharitri Odia News.