ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ

ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ସ୍ଥିତି ଏମିତି ହେଲାଣି ଯେ, ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳକୁ ଟାର୍ଗେଟ୍ କରି ଆସୁଥିବା ବରିଷ୍ଠ ନେତା ଅମର ଶତପଥୀଙ୍କୁ ଆଜି ବିଜେପି ସଂପର୍କର ଷ୍ଟାମ୍ପ ମାରି ସିଧା ଦଳ ଛାଡ଼ି ଚାଲିଯିବାକୁ କୁହାଯାଇଛି। ଯାହାର ଜବାବରେ ଅମର ବି ସେ ଆଉ ବିଜେଡି ସଦସ୍ୟ ନଥିବା କହି ବିସ୍ଫୋରଣ କରିଛନ୍ତି।