ଚଳନ୍ତା ଟ୍ରେନ୍‌ ନିକଟକୁ ଚାଲି ଆସିଲା କାର୍‌, ବୁଦ୍ଧି ଖଟାଇଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ…

ଏକ ଲେଭଲ୍‌ କ୍ରସିଂ ପାର୍‌ ହେଉଥିବା ବେଳେ ଲୋକଙ୍କୁ ସର୍ବଦା ମନେ ରଖିବାକୁ ହେବ ଯେ, ଟ୍ରେନ ଆସୁଛି କି ନାହିଁ। ଏହା ପରେ ରାସ୍ତା ପାର୍‌ ହେବା ଜରୁରୀ। ଅବଶ୍ୟ ଅଧିକାଂଶ କ୍ରସିଂରେ ଗେଟ୍‌ ରହିଥାଏ। ଯାହାଫଳରେ ଟ୍ରେନ୍‌ ଆସିବା ସମୟରେ ରାସ୍ତା ବନ୍ଦ ହୋଇଯାଏ। କିନ୍ତୁ କିଛି ଲୋକ ଶୀଘ୍ର ଗେଟ୍‌ ଅତିକ୍ରମ କରିବାକୁ ଚାହିଁଥାନ୍ତି। ଅନେକ ସମୟରେ ଏପରି ଲୋକଙ୍କ ସହିତ ଦୁର୍ଘଟଣା ଘଟେ। କିନ୍ତୁ ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ […] The post ଚଳନ୍ତା ଟ୍ରେନ୍‌ ନିକଟକୁ ଚାଲି ଆସିଲା କାର୍‌, ବୁଦ୍ଧି ଖଟାଇଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ… appeared first on Dharitri Odia News.

ଚଳନ୍ତା ଟ୍ରେନ୍‌ ନିକଟକୁ ଚାଲି ଆସିଲା କାର୍‌, ବୁଦ୍ଧି ଖଟାଇଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ…

ଏକ ଲେଭଲ୍‌ କ୍ରସିଂ ପାର୍‌ ହେଉଥିବା ବେଳେ ଲୋକଙ୍କୁ ସର୍ବଦା ମନେ ରଖିବାକୁ ହେବ ଯେ, ଟ୍ରେନ ଆସୁଛି କି ନାହିଁ। ଏହା ପରେ ରାସ୍ତା ପାର୍‌ ହେବା ଜରୁରୀ। ଅବଶ୍ୟ ଅଧିକାଂଶ କ୍ରସିଂରେ ଗେଟ୍‌ ରହିଥାଏ। ଯାହାଫଳରେ ଟ୍ରେନ୍‌ ଆସିବା ସମୟରେ ରାସ୍ତା ବନ୍ଦ ହୋଇଯାଏ। କିନ୍ତୁ କିଛି ଲୋକ ଶୀଘ୍ର ଗେଟ୍‌ ଅତିକ୍ରମ କରିବାକୁ ଚାହିଁଥାନ୍ତି। ଅନେକ ସମୟରେ ଏପରି ଲୋକଙ୍କ ସହିତ ଦୁର୍ଘଟଣା ଘଟେ। କିନ୍ତୁ ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଟ୍ରେନ୍‌ ଟ୍ରାକ୍‌ରେ ଆସୁଥିବା ସମୟରେ ଏକ କାର୍‌ ରେଳ କ୍ରସିଂ ପାର୍‌ ହେଉଥିବା ଦେଖିବାକୁ ମିଳୁଛି। ତେବେ ଗେଟ୍‌ ବନ୍ଦ ଥିବା ବେଳେ କାର୍‌ଟି କିପରି ସେହି ଗେଟ୍‌ ଅତିକ୍ରମ କଲା ତାହା ବୁଝା ପଡୁନାହିଁ।