‘ଚଳିତବର୍ଷ ହେବ କଲେଜ ନିର୍ବାଚନ’

ଭୁବନେଶ୍ୱର,୨୧ା୫: ଚଳିତବର୍ଷ ରାଜ୍ୟରେ ଅନୁଷ୍ଠିତ ହେବ କଲେଜ ନିର୍ବାଚନ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କଲେଜ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି। କଲେଜ ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କହିସାରିଛନ୍ତି। କଲେଜ ଇଲେକ୍ସନ ପାଇଁ ଆମର ବି ଆଗ୍ରହ ଅଛି ବୋଲି କହିଛନ୍ତି ମନ୍ତ୍ରୀ। The post ‘ଚଳିତବର୍ଷ ହେବ କଲେଜ ନିର୍ବାଚନ’ appeared first on Dharitri Odia News.

‘ଚଳିତବର୍ଷ ହେବ କଲେଜ ନିର୍ବାଚନ’

ଭୁବନେଶ୍ୱର,୨୧ା୫: ଚଳିତବର୍ଷ ରାଜ୍ୟରେ ଅନୁଷ୍ଠିତ ହେବ କଲେଜ ନିର୍ବାଚନ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କଲେଜ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି। କଲେଜ ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କହିସାରିଛନ୍ତି। କଲେଜ ଇଲେକ୍ସନ ପାଇଁ ଆମର ବି ଆଗ୍ରହ ଅଛି ବୋଲି କହିଛନ୍ତି ମନ୍ତ୍ରୀ।

The post ‘ଚଳିତବର୍ଷ ହେବ କଲେଜ ନିର୍ବାଚନ’ appeared first on Dharitri Odia News.