ନାବାଳିକାଙ୍କୁ ଅପହରଣ କରି ରାଜ୍ୟ ବାହାରକୁ ନେଇଯାଇଥିଲେ ଯୁବକ: ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୬/୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ପରେ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ରାୟଗଡା ଜିଲା ପଦ୍ମପୁର ଥାନା ନୂଆଗଡ ଗ୍ରାମର ଆଲୋକ କୁଆଁରି ବୋଲି ତଦନ୍ତକାରୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି। ପ୍ରକାଶ ଯେ, ଉକ୍ତ ଥାନା ଅଞ୍ଚଳର ନାବାଳିକାଙ୍କୁ ଅଭିଯୁକ୍ତ ଯୁବକ ଅପହରଣ ପରେ ରାଜ୍ୟ ବାହାରକୁ ନେଇ ଯାଇଥିଲା ପୋଲିସ ସାଇବର […] The post ନାବାଳିକାଙ୍କୁ ଅପହରଣ କରି ରାଜ୍ୟ ବାହାରକୁ ନେଇଯାଇଥିଲେ ଯୁବକ: ବାନ୍ଧିଲା ପୋଲିସ appeared first on Dharitri Odia News.

ନାବାଳିକାଙ୍କୁ ଅପହରଣ କରି ରାଜ୍ୟ ବାହାରକୁ ନେଇଯାଇଥିଲେ ଯୁବକ: ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୬/୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ପରେ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ରାୟଗଡା ଜିଲା ପଦ୍ମପୁର ଥାନା ନୂଆଗଡ ଗ୍ରାମର ଆଲୋକ କୁଆଁରି ବୋଲି ତଦନ୍ତକାରୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି।
ପ୍ରକାଶ ଯେ, ଉକ୍ତ ଥାନା ଅଞ୍ଚଳର ନାବାଳିକାଙ୍କୁ ଅଭିଯୁକ୍ତ ଯୁବକ ଅପହରଣ ପରେ ରାଜ୍ୟ ବାହାରକୁ ନେଇ ଯାଇଥିଲା ପୋଲିସ ସାଇବର ଥାନାର ସହାୟତରେ ରାଜ୍ୟ ବାହାରୁ ତାମିଲନାଡୁରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

The post ନାବାଳିକାଙ୍କୁ ଅପହରଣ କରି ରାଜ୍ୟ ବାହାରକୁ ନେଇଯାଇଥିଲେ ଯୁବକ: ବାନ୍ଧିଲା ପୋଲିସ appeared first on Dharitri Odia News.