ଚାମ୍ପିଅନ୍ସ ଟ୍ରଫି: ଟୁର୍ନାମେଣ୍ଟରୁ ବାଦ ପଡିଲେ ଜସପ୍ରିତ ବୁମରାହ!

ଚାମ୍ପିଅନ୍ସ ଟ୍ରଫି: ଟୁର୍ନାମେଣ୍ଟରୁ ବାଦ ପଡିଲେ ଜସପ୍ରିତ ବୁମରାହ! ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ ଖେଳିପାରିବେ କି ନାହିଁ। ଅଷ୍ଟ୍ରେଲିଆ ଗସ୍ତର ଶେଷ ମ୍ୟାଚ୍‌ ସମୟରେ ସପ୍ରିତ ବୁମରା ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା।ଜସପ୍ରିତ ବୁମରା ଏପର୍ଯ୍ୟନ୍ତ ତାଙ୍କ ପିଠି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଏଣୁ ସେ ୨୦୨୫ […] The post ଚାମ୍ପିଅନ୍ସ ଟ୍ରଫି: ଟୁର୍ନାମେଣ୍ଟରୁ ବାଦ ପଡିଲେ ଜସପ୍ରିତ ବୁମରାହ! appeared first on Odisha.News.

ଚାମ୍ପିଅନ୍ସ ଟ୍ରଫି: ଟୁର୍ନାମେଣ୍ଟରୁ ବାଦ ପଡିଲେ ଜସପ୍ରିତ ବୁମରାହ!

ଚାମ୍ପିଅନ୍ସ ଟ୍ରଫି: ଟୁର୍ନାମେଣ୍ଟରୁ ବାଦ ପଡିଲେ ଜସପ୍ରିତ ବୁମରାହ! ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ ଖେଳିପାରିବେ କି ନାହିଁ। ଅଷ୍ଟ୍ରେଲିଆ ଗସ୍ତର ଶେଷ ମ୍ୟାଚ୍‌ ସମୟରେ ସପ୍ରିତ ବୁମରା ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା।ଜସପ୍ରିତ ବୁମରା ଏପର୍ଯ୍ୟନ୍ତ ତାଙ୍କ ପିଠି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଏଣୁ ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛନ୍ତି। ତେବେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଘୋଷିତ ଭାରତୀୟ ଦଳରେ ରହିଛନ୍ତି- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଖେଳାଳି।

The post ଚାମ୍ପିଅନ୍ସ ଟ୍ରଫି: ଟୁର୍ନାମେଣ୍ଟରୁ ବାଦ ପଡିଲେ ଜସପ୍ରିତ ବୁମରାହ! appeared first on Odisha.News.