ଚାର୍ଜରେ ବସିଥିଲା ଇଲେକ୍ଟ୍ରିକ୍ ସ୍କୁଟର, ସର୍ଟ ସର୍କିଟ୍‌ରୁ ଲାଗିଗଲା ନିଆଁ

ରାଉରକେଲା ୩।୧: ରାଉରକେଲା ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ । କ୍ୱ।ର୍ଟର ନମ୍ବର L1/31ରେ ଅଗ୍ନିକାଣ୍ଡ ଘଟିଛି । ଇଲେକ୍ଟ୍ରିକ୍ ସ୍କୁଟର ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ରାଉରକେଲା ବାସନ୍ତୀ କଲୋନୀ କ୍ୱ।ର୍ଟର ନମ୍ବର L1/31ରେ ରହୁଥିବା ପରିବାର ଲୋକେ ଇଲେକ୍ଟ୍ରିକ୍ ସ୍କୁଟରକୁ ଘରେ ଚ।ର୍ଜ ବସାଇ ତାଲା ପକାଇ ବାହାରକୁ ଯାଇଥିଲେ । ଇଲେକ୍ଟ୍ରିକ୍ ସ୍କୁଟର ସର୍ଟ ସର୍କିଟ୍ ହୋଇ ଘରେ ନିଆଁ ଲାଗିଯାଇଥିଲା । ସ୍କୁଟରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଛି । You Can Read:ଆସନ୍ତା ୬ରୁ ଆରମ୍ଭ ହେବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ, ୧୨ ତାରିଖ ଯାଏଁ ଚାଲିବ

ଚାର୍ଜରେ ବସିଥିଲା ଇଲେକ୍ଟ୍ରିକ୍ ସ୍କୁଟର, ସର୍ଟ ସର୍କିଟ୍‌ରୁ ଲାଗିଗଲା ନିଆଁ

ରାଉରକେଲା ୩।୧: ରାଉରକେଲା ବାସନ୍ତୀ କଲୋନୀରେ ଅଗ୍ନିକାଣ୍ଡ । କ୍ୱ।ର୍ଟର ନମ୍ବର L1/31ରେ ଅଗ୍ନିକାଣ୍ଡ ଘଟିଛି । ଇଲେକ୍ଟ୍ରିକ୍ ସ୍କୁଟର ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । 

ସୂଚନାଯୋଗ୍ୟ ଯେ, ରାଉରକେଲା ବାସନ୍ତୀ କଲୋନୀ କ୍ୱ।ର୍ଟର ନମ୍ବର L1/31ରେ ରହୁଥିବା ପରିବାର ଲୋକେ ଇଲେକ୍ଟ୍ରିକ୍ ସ୍କୁଟରକୁ ଘରେ ଚ।ର୍ଜ ବସାଇ ତାଲା ପକାଇ ବାହାରକୁ ଯାଇଥିଲେ । ଇଲେକ୍ଟ୍ରିକ୍ ସ୍କୁଟର ସର୍ଟ ସର୍କିଟ୍ ହୋଇ ଘରେ ନିଆଁ ଲାଗିଯାଇଥିଲା । ସ୍କୁଟରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଛି । 

You Can Read:

ଆସନ୍ତା ୬ରୁ ଆରମ୍ଭ ହେବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ, ୧୨ ତାରିଖ ଯାଏଁ ଚାଲିବ