ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ମିଳିବା ପରେ ଖୁସିରେ ଡିନର୍‌ ପାର୍ଟି ଦେଲେ ବୋହୂ

ନିକଟରେ ସାଉଥ୍‌ ସିନେମାର ମେଗାଷ୍ଟାର ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଭାରତ ସରକାର ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି। ଏହି ଖୁସିରେ ଚିରଞ୍ଜୀବୀଙ୍କ ବୋହୂ ତଥା ଅଭିନେତା ରାମଚରଣଙ୍କ ସ୍ତ୍ରୀ ଉପାସନା ଡିନର ପାର୍ଟି ସଫଳତାକୁ ପାଳନ କରିଥିଲେ। ଏହି ପାର୍ଟିରେ କେବଳ ସାଉଥ ଷ୍ଟାର ନୁହେଁ, ତେଲେଙ୍ଗାନା ସିଏମ ରେବନ୍ତ ରେଡ୍ଡୀ ମଧ୍ୟ ଯୋଗ ଦେଇଥିଲେ। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି କଳା କ୍ଷେତ୍ରରେ ଅବଦାନ ପାଇଁ ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ଏହି ପୁରସ୍କାର ତାଙ୍କ ପରିବାର […] The post ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ମିଳିବା ପରେ ଖୁସିରେ ଡିନର୍‌ ପାର୍ଟି ଦେଲେ ବୋହୂ appeared first on Dharitri Odia News.

ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ମିଳିବା ପରେ ଖୁସିରେ ଡିନର୍‌ ପାର୍ଟି ଦେଲେ ବୋହୂ

ନିକଟରେ ସାଉଥ୍‌ ସିନେମାର ମେଗାଷ୍ଟାର ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଭାରତ ସରକାର ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି। ଏହି ଖୁସିରେ ଚିରଞ୍ଜୀବୀଙ୍କ ବୋହୂ ତଥା ଅଭିନେତା ରାମଚରଣଙ୍କ ସ୍ତ୍ରୀ ଉପାସନା ଡିନର ପାର୍ଟି ସଫଳତାକୁ ପାଳନ କରିଥିଲେ। ଏହି ପାର୍ଟିରେ କେବଳ ସାଉଥ ଷ୍ଟାର ନୁହେଁ, ତେଲେଙ୍ଗାନା ସିଏମ ରେବନ୍ତ ରେଡ୍ଡୀ ମଧ୍ୟ ଯୋଗ ଦେଇଥିଲେ।
ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି କଳା କ୍ଷେତ୍ରରେ ଅବଦାନ ପାଇଁ ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ଏହି ପୁରସ୍କାର ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ଖୁସି କହିଲେ ନ ସରେ।
ଏହି ପାର୍ଟିର ଅନେକ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାଉଥ୍‌ର ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ବ୍ୟତୀତ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ଚିରଞ୍ଜୀବୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପାର୍ଟିରେ ପହଞ୍ଚିଥିଲେ। ପାର୍ଟିରେ ଚିରଞ୍ଜୀବୀଙ୍କ ସୁପରଷ୍ଟାର ପୁଅ ରାମ ଚରଣଙ୍କ ଡ୍ୟାସିଂ ଲୁକ ମଧ୍ୟ ଦେଖିବାକୁ ମିଳିଥିଲା।

The post ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ମିଳିବା ପରେ ଖୁସିରେ ଡିନର୍‌ ପାର୍ଟି ଦେଲେ ବୋହୂ appeared first on Dharitri Odia News.