ଚେସ୍ ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର
ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାଂଲାଦେଶ ଜାତୀୟ ଚାମ୍ପିଅନସିପ ସମୟରେ ଏକ ମ୍ୟାଚ ଖେଳୁଥିବାବେଳେ ରେହମାନଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ହଦ୍ଘାତ ହୋଇଥିବା ଜଣାପାଡିଛି। ବାଂଲାଦେଶ ଚେସ ଫେଡେରେଶନର ସେକ୍ରେଟେରୀ ଜେନେରାଲ ଶାହାବ ଉଦ୍ଦିନ ଶାମିମ କହିଛନ୍ତି, ରେହମାନ୍ ତାଙ୍କର ୧୨ଟି ମ୍ୟାଚ ରାଉଣ୍ଡରେ ସାଥୀ ଗ୍ରାଣ୍ଡମାଷ୍ଟର ଏନାମୁଲ ହୋସେନଙ୍କ ବିପକ୍ଷରେ ଖେଳୁଥିଲେ। […] The post ଚେସ୍ ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର appeared first on Dharitri Odia News.
ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାଂଲାଦେଶ ଜାତୀୟ ଚାମ୍ପିଅନସିପ ସମୟରେ ଏକ ମ୍ୟାଚ ଖେଳୁଥିବାବେଳେ ରେହମାନଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ହଦ୍ଘାତ ହୋଇଥିବା ଜଣାପାଡିଛି।
ବାଂଲାଦେଶ ଚେସ ଫେଡେରେଶନର ସେକ୍ରେଟେରୀ ଜେନେରାଲ ଶାହାବ ଉଦ୍ଦିନ ଶାମିମ କହିଛନ୍ତି, ରେହମାନ୍ ତାଙ୍କର ୧୨ଟି ମ୍ୟାଚ ରାଉଣ୍ଡରେ ସାଥୀ ଗ୍ରାଣ୍ଡମାଷ୍ଟର ଏନାମୁଲ ହୋସେନଙ୍କ ବିପକ୍ଷରେ ଖେଳୁଥିଲେ। ହଠାତ୍ ଚେତାଶୂନ୍ୟ ହେବା ପରେ ତାଙ୍କୁ ତୁରନ୍ତ ଢାକା ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
Deeply saddened by the news of Bangladeshi Grandmaster Ziaur Rahman’s sudden passing during the Bangladesh National Chess Championship.
He was a well-respected and frequent competitor in Indian tournaments. Our heartfelt condolences to his family, friends, and the entire chess… pic.twitter.com/QHFjNdSrGC
— Nitin Narang (@narangnitin) July 5, 2024
The post ଚେସ୍ ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର appeared first on Dharitri Odia News.