ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି। ଏହି ଗାଁର ଜଣେ ମହିଳା କିଛି ଦିନ ତଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଯାଆଁଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ସେଇ ଯାଆଁଳା ଶିଶୁକନ୍ୟାଙ୍କ ଭିତରୁ ଏକ ଶିଶୁକନ୍ୟାକୁ ଛତିଶଗଡ଼ ଚାଲାଣ କରାଯାଉଥିବା ଜଣାପଡିବା ପରେ ପୋଲିସ ପ୍ରଶାସନ ଶିଶୁ ଉଦ୍ଧାର ପ୍ରକିୟା ଆରମ୍ଭ କରିଛି। The post ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ appeared first on Dharitri Odia News.

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି। ଏହି ଗାଁର ଜଣେ ମହିଳା କିଛି ଦିନ ତଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଯାଆଁଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ସେଇ ଯାଆଁଳା ଶିଶୁକନ୍ୟାଙ୍କ ଭିତରୁ ଏକ ଶିଶୁକନ୍ୟାକୁ ଛତିଶଗଡ଼ ଚାଲାଣ କରାଯାଉଥିବା ଜଣାପଡିବା ପରେ ପୋଲିସ ପ୍ରଶାସନ ଶିଶୁ ଉଦ୍ଧାର ପ୍ରକିୟା ଆରମ୍ଭ କରିଛି।

The post ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ appeared first on Dharitri Odia News.