ଛିଡୁଛି ବିଜେଡି,ବଢୁଛି ବିଜେପି । ସୁଜିତ୍ କୁମାରଙ୍କ ପରେ ଆଗକୁ କିଏ ଧରିବେ ପଦ୍ମ, ତାକୁ ନେଇ ବଢିଲା ଚର୍ଚ୍ଚା

କନକବ୍ୟୁରୋ: ଛିଡୁଛି ବିଜେଡି,ବଢୁଛି ବିଜେପି। ବିଜେଡିର ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି। ପ୍ରଥମେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡିଲେ। ପରେ ଆଉ ଜଣେ ସାଂସଦ ସୁଜିତ୍ କୁମାର ଦଳ ଛାଡିଲେ  ଏବେ ପ୍ରଶ୍ନ ଆଗକୁ ଆଉ କେତେ ବିଜେଡି ନେତା ଦଳ ଛାଡି ପଦ୍ମ ଧରିବେ ? ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ବିଜେଡିର ଅନେକ ବଡ଼ ବଡ଼ ନେତା ଭାରତୀୟ ଜନତା ପାର୍ଟି ସହିତ ଯୋଗାଯୋଗରେ ଅଛନ୍ତି। ଆଗକୁ ବିଜେଡି ଧ୍ବଂସ୍ତବିଧ୍ବସ୍ତ ହେବ ବୋଲି ଅଶୋକ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ସୁଜିତ୍ କୁମାର ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, ଦଳକୁ ପ୍ରଭାବ ପଡିବନି। ଅମର ଶତପଥୀ କହିଛନ୍ତି, ଦଳ ଆତ୍ମସମୀକ୍ଷା କରିବା ଦରକାର। 

ଛିଡୁଛି ବିଜେଡି,ବଢୁଛି ବିଜେପି । ସୁଜିତ୍ କୁମାରଙ୍କ ପରେ ଆଗକୁ କିଏ ଧରିବେ ପଦ୍ମ, ତାକୁ ନେଇ ବଢିଲା ଚର୍ଚ୍ଚା

କନକବ୍ୟୁରୋ: ଛିଡୁଛି ବିଜେଡି,ବଢୁଛି ବିଜେପି। ବିଜେଡିର ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି। ପ୍ରଥମେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଦଳ ଛାଡିଲେ। ପରେ ଆଉ ଜଣେ ସାଂସଦ ସୁଜିତ୍ କୁମାର ଦଳ ଛାଡିଲେ  ଏବେ ପ୍ରଶ୍ନ ଆଗକୁ ଆଉ କେତେ ବିଜେଡି ନେତା ଦଳ ଛାଡି ପଦ୍ମ ଧରିବେ ? ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି,

ବିଜେଡିର ଅନେକ ବଡ଼ ବଡ଼ ନେତା ଭାରତୀୟ ଜନତା ପାର୍ଟି ସହିତ ଯୋଗାଯୋଗରେ ଅଛନ୍ତି। ଆଗକୁ ବିଜେଡି ଧ୍ବଂସ୍ତବିଧ୍ବସ୍ତ ହେବ ବୋଲି ଅଶୋକ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ସୁଜିତ୍ କୁମାର ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, ଦଳକୁ ପ୍ରଭାବ ପଡିବନି। ଅମର ଶତପଥୀ କହିଛନ୍ତି, ଦଳ ଆତ୍ମସମୀକ୍ଷା କରିବା ଦରକାର।