ଜଙ୍ଗଲରୁ ମଳିଲା ମହିଳାଙ୍କ ମୃତଦେହ: ହତ୍ୟା କରି…
ଶେରଗଡ,୨୬ା୧୦(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ ବ୍ଳକ ଅଧୀନ ବାଦଗଡ ଗ୍ରାମ ଠାକୁରାଣୀ ମନ୍ଦିର ନିକଟସ୍ଥ ଶାଗୁଆନ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୧୭/୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ ଡାକ୍ତର ଖାନାକୁ ପଠାଇଥିବା ଥାନା ଅଧିକାରୀ ବୀରେନ୍ଦ୍ର ସିଆଳ କହିଛନ୍ତି। ହେଲେ ସମ୍ପୃକ୍ତା ମହିଳାଙ୍କ ପରିଚୟ ମିଳିନାହିଁ। ତାଙ୍କ ବୟସ ୩୫ ବର୍ଷ ପାଖାପାଖି ହେବ। ବ୍ୟବଛେଦ ରିପୋର୍ଟ […] The post ଜଙ୍ଗଲରୁ ମଳିଲା ମହିଳାଙ୍କ ମୃତଦେହ: ହତ୍ୟା କରି… appeared first on Dharitri Odia News.
ଶେରଗଡ,୨୬ା୧୦(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ ବ୍ଳକ ଅଧୀନ ବାଦଗଡ ଗ୍ରାମ ଠାକୁରାଣୀ ମନ୍ଦିର ନିକଟସ୍ଥ ଶାଗୁଆନ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୧୭/୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ ଡାକ୍ତର ଖାନାକୁ ପଠାଇଥିବା ଥାନା ଅଧିକାରୀ ବୀରେନ୍ଦ୍ର ସିଆଳ କହିଛନ୍ତି।
ହେଲେ ସମ୍ପୃକ୍ତା ମହିଳାଙ୍କ ପରିଚୟ ମିଳିନାହିଁ। ତାଙ୍କ ବୟସ ୩୫ ବର୍ଷ ପାଖାପାଖି ହେବ। ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ବଷ୍ଟ ହେବ ବୋଲି ଥାନା ଅଧିକାରୀ ସିଆଳ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ମହିଳାଙ୍କୁ ହତ୍ୟା ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।
The post ଜଙ୍ଗଲରୁ ମଳିଲା ମହିଳାଙ୍କ ମୃତଦେହ: ହତ୍ୟା କରି… appeared first on Dharitri Odia News.