ଜଣାଶୁଣା ଅଭିନେତ୍ରୀ ଦିବ୍ୟା ସେଠ୍ ଝିଅଙ୍କ ଦେହାନ୍ତ, ଶୋକରେ ପରିବାର ଲୋକେ

ମୁମ୍ଵାଇ ୦୭।୦୮; ବଲିଉଡ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ ଦିବ୍ୟା ସେଠ ଶାହଙ୍କ ଝିଅ ମିହିକା ଶାହଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବରର ସୂଚନା ନିଜେ ଦିବ୍ୟା ସେଠ ସମସ୍ତଙ୍କୁ ଦେଇଛନ୍ତି । ଅଗଷ୍ଟରେ ୫ରେ, ଦିବ୍ୟାଙ୍କ ଝିଅ ସବୁଦିନ ପାଇଁ ବିଦାୟ ଦେଇଥିଲେ।ସେମାନଙ୍କର ଦେହାନ୍ତ ହେବା ପରିବାର ପାଇଁ ବହୁତ ଦୁଃଖିତ ଅଛନ୍ତି। ସମସ୍ତେ ଦିବ୍ୟଙ୍କ ଝିଅ ପାଇଁ ପ୍ରାର୍ଥନା କରୁଛନ୍ତି। ଦିବ୍ୟା ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି। ‌ଯେଉଁଥିରେ ସେ ତାଙ୍କ ଝିଅଙ୍କ ଆତ୍ମାର ସଦଗତି ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା। ପୋଷ୍ଟ ମାଧ୍ୟମରେ ଦିବ୍ୟାଙ୍କ ଝିଅ ମିହିକାଙ୍କ ଅଗଷ୍ଟ ୫ ତାରିଖରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମିହିକାଙ୍କ ପାଇଁ ପ୍ରାର୍ଥନା ସଭା ଅଗଷ୍ଟ ୮ ତାରିଖ  ସନ୍ଧ୍ୟା ୪ଟା ରୁ ୬ପର୍ଯ୍ୟନ୍ତ ସମୟ ରଖାଯାଇଛି। ସୁତ୍ରରୁ ଜଣାପଡିଛି ଯେ, ମିହିକାଙ୍କୁ ଜ୍ଵର ହୋଇଥିଲା। ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ବି ଯାଇଥିଲେ। କିନ୍ତୁ ତାଙ୍କ ଜ୍ବର କମି ନଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ’ପରିବାର ସମେତ ସମସ୍ତ ବନ୍ଧୁ, ସମ୍ପର୍କୀୟ ସିନ୍ଧ କଲୋନି କ୍ଲବ ହାଉସରେ ଏକାଠି ହେବାକୁ ଦିବ୍ୟା ତାଙ୍କ ପୋଷ୍ଟରେ ଅନୁରୋଧ କରିଛନ୍ତି।ଜୁଲାଇ ୨୯ ତାରିଖରେ ଦିବ୍ୟା ଝିଅ ମିହିକା ଓ ମା’ ସୁଷମାଙ୍କ ସହିତ ଏକ ପୋଷ୍ଟ ସେୟାର କରିଥିଲେ। ଶେଷରେ ଦିବ୍ୟା ଏବ

ଜଣାଶୁଣା ଅଭିନେତ୍ରୀ ଦିବ୍ୟା ସେଠ୍ ଝିଅଙ୍କ ଦେହାନ୍ତ, ଶୋକରେ ପରିବାର ଲୋକେ

ମୁମ୍ଵାଇ ୦୭।୦୮; ବଲିଉଡ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ ଦିବ୍ୟା ସେଠ ଶାହଙ୍କ ଝିଅ ମିହିକା ଶାହଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବରର ସୂଚନା ନିଜେ ଦିବ୍ୟା ସେଠ ସମସ୍ତଙ୍କୁ ଦେଇଛନ୍ତି । ଅଗଷ୍ଟରେ ୫ରେ, ଦିବ୍ୟାଙ୍କ ଝିଅ ସବୁଦିନ ପାଇଁ ବିଦାୟ ଦେଇଥିଲେ।ସେମାନଙ୍କର ଦେହାନ୍ତ ହେବା ପରିବାର ପାଇଁ ବହୁତ ଦୁଃଖିତ ଅଛନ୍ତି। ସମସ୍ତେ ଦିବ୍ୟଙ୍କ ଝିଅ ପାଇଁ ପ୍ରାର୍ଥନା କରୁଛନ୍ତି। 

ଦିବ୍ୟା ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି। ‌ଯେଉଁଥିରେ ସେ ତାଙ୍କ ଝିଅଙ୍କ ଆତ୍ମାର ସଦଗତି ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା। ପୋଷ୍ଟ ମାଧ୍ୟମରେ ଦିବ୍ୟାଙ୍କ ଝିଅ ମିହିକାଙ୍କ ଅଗଷ୍ଟ ୫ ତାରିଖରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମିହିକାଙ୍କ ପାଇଁ ପ୍ରାର୍ଥନା ସଭା ଅଗଷ୍ଟ ୮ ତାରିଖ  ସନ୍ଧ୍ୟା ୪ଟା ରୁ ୬ପର୍ଯ୍ୟନ୍ତ ସମୟ ରଖାଯାଇଛି। ସୁତ୍ରରୁ ଜଣାପଡିଛି ଯେ, ମିହିକାଙ୍କୁ ଜ୍ଵର ହୋଇଥିଲା। ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ବି ଯାଇଥିଲେ। କିନ୍ତୁ ତାଙ୍କ ଜ୍ବର କମି ନଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ’

ପରିବାର ସମେତ ସମସ୍ତ ବନ୍ଧୁ, ସମ୍ପର୍କୀୟ ସିନ୍ଧ କଲୋନି କ୍ଲବ ହାଉସରେ ଏକାଠି ହେବାକୁ ଦିବ୍ୟା ତାଙ୍କ ପୋଷ୍ଟରେ ଅନୁରୋଧ କରିଛନ୍ତି।ଜୁଲାଇ ୨୯ ତାରିଖରେ ଦିବ୍ୟା ଝିଅ ମିହିକା ଓ ମା’ ସୁଷମାଙ୍କ ସହିତ ଏକ ପୋଷ୍ଟ ସେୟାର କରିଥିଲେ। ଶେଷରେ ଦିବ୍ୟା ଏବଂ ତାଙ୍କ ସ୍ୱାମୀ ସିଦ୍ଧାର୍ଥ ଶାହାଙ୍କ ନାମ ଲେଖାଯାଇଛି।ଯେଉଁଥିରେ ମା’ ଝିଅ ତିନିଜଣ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା।।