ଜନଗଣନା ନହେଉଣୁ 'ସୀମା' ରାଜନୀତି
ଜୁନ୍ ୩୦ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ସୀମାରେ ହେବ କି ଅଦଳବଦଳ ? ଗାଁଠୁ ଜିଲ୍ଲା ଯାଏଁ ଥିବା ପୁରୁଣା ମାନଚିତ୍ରରେ ହେବ କି କିଛି ଏପଟ ସେପଟ ? ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କ ନୋଟିଫିକେସନ ପରେ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏନେଇ ରାଜନୈତିକ ଗନ୍ଧ ବାରିଲେ ବିରୋଧୀ ।