ଜମି ଦଲାଲଙ୍କ ନଜରରେ ମହାପ୍ରଭୁ ଜଗନ୍ନାଥଙ୍କ ଜମି

କିଏ ଏବଂ କେମିତି ଏହି କେଳେଙ୍କାରୀ କରିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଜମି ଦଲାଲଙ୍କ ନଜରରେ ମହାପ୍ରଭୁ ଜଗନ୍ନାଥଙ୍କ ଜମି

ଜମି ଦଲାଲଙ୍କ ନଜରରେ ମହାପ୍ରଭୁ ଜଗନ୍ନାଥଙ୍କ ଜମି। ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ନାକ ତଳେ ପୁରୀ ମାଟିତୋଟା ମୌଜାରେ ୬୪ ଏକରର ଜମି ବେଆଇନ ଭାବେ ବିକ୍ରି ହୋଇଥିବାର ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି ଖୋଳତାଡ। କିନ୍ତୁ କିଏ ଏବଂ କେମିତି ଏହି କେଳେଙ୍କାରୀ କରିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।