ଜଳୁଛି ସାରା ରାଜ୍ୟ : ୮ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ, ଝାରସୁଗୁଡା ସବୁଠୁ ଉତ୍ତପ୍ତ

ଭୁବନେଶ୍ବର ୨୫।୪: ଅସହ୍ୟ ତାତିରୁ ନିସ୍ତାର ନାହିଁ । ଆଜି ବି ବର୍ଷିଛି ନିଆଁ । ପୁଣି ତାପମାତ୍ରା ୪୩ ଡିଗ୍ରୀ ଟପିଛି । ୪୩.୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଛି । ୮ ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡା, ବାରିପଦା, ନୂଆପଡା, ତାଳଚେର, ବୌଦ୍ଧ, କେନ୍ଦ୍ରାପଡା, କଟକ, ବଲାଙ୍ଗୀରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଗୁରୁବାର ରେକର୍ଡ ତାପମାତ୍ରା ଅନୁଯାୟୀ,ଝାରସୁଗୁଡା- ୪୩.୮ବାରିପଦା- ୪୩.୬ନୂଆପଡା- ୪୩.୫ତାଳଚେର- ୪୩.୪ବୌଦ୍ଧ- ୪୩.୨କେନ୍ଦ୍ରାପଡା- ୪୩.୦କଟକ- ୪୩.୦ବଲାଙ୍ଗୀର- ୪୩.୦ଅନୁଗୋଳ- ୪୨.୯ଭଦ୍ରକ- ୪୨.୮ଢେଙ୍କାନାଳ- ୪୨.୭ମାଲକାନଗିରି- ୪୨.୬ଟିଟିଲାଗଡ- ୪୨.୫ଯାଜପୁର- ୪୨.୫ସମ୍ବଲପୁର- ୪୨.୫ପାରଳାଖେମୁଣ୍ଡି- ୪୨.୪ଭବାନୀପାଟଣା- ୪୨.୪ହୀରାକୁଦ- ୪୨.୪ଭୁବନେଶ୍ବର- ୪୨.୨ନୟାଗଡ- ୪୨.୨ସୁନ୍ଦରଗଡ- ୪୨.୦You Can Read :ରେକର୍ଡ ଭାଙ୍ଗୁଛି ଗ୍ରୀଷ୍ମ ପ୍ରବାହ, ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

ଜଳୁଛି ସାରା ରାଜ୍ୟ : ୮ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ, ଝାରସୁଗୁଡା ସବୁଠୁ ଉତ୍ତପ୍ତ

ଭୁବନେଶ୍ବର ୨୫।୪: ଅସହ୍ୟ ତାତିରୁ ନିସ୍ତାର ନାହିଁ । ଆଜି ବି ବର୍ଷିଛି ନିଆଁ । ପୁଣି ତାପମାତ୍ରା ୪୩ ଡିଗ୍ରୀ ଟପିଛି । ୪୩.୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଛି । ୮ ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡା, ବାରିପଦା, ନୂଆପଡା, ତାଳଚେର, ବୌଦ୍ଧ, କେନ୍ଦ୍ରାପଡା, କଟକ, ବଲାଙ୍ଗୀରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଗୁରୁବାର ରେକର୍ଡ ତାପମାତ୍ରା ଅନୁଯାୟୀ,

ଝାରସୁଗୁଡା- ୪୩.୮

ବାରିପଦା- ୪୩.୬

ନୂଆପଡା- ୪୩.୫

ତାଳଚେର- ୪୩.୪

ବୌଦ୍ଧ- ୪୩.୨

କେନ୍ଦ୍ରାପଡା- ୪୩.୦

କଟକ- ୪୩.୦

ବଲାଙ୍ଗୀର- ୪୩.୦

ଅନୁଗୋଳ- ୪୨.୯

ଭଦ୍ରକ- ୪୨.୮

ଢେଙ୍କାନାଳ- ୪୨.୭

ମାଲକାନଗିରି- ୪୨.୬

ଟିଟିଲାଗଡ- ୪୨.୫

ଯାଜପୁର- ୪୨.୫

ସମ୍ବଲପୁର- ୪୨.୫

ପାରଳାଖେମୁଣ୍ଡି- ୪୨.୪

ଭବାନୀପାଟଣା- ୪୨.୪

ହୀରାକୁଦ- ୪୨.୪

ଭୁବନେଶ୍ବର- ୪୨.୨

ନୟାଗଡ- ୪୨.୨

ସୁନ୍ଦରଗଡ- ୪୨.୦


You Can Read :

ରେକର୍ଡ ଭାଙ୍ଗୁଛି ଗ୍ରୀଷ୍ମ ପ୍ରବାହ, ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି