ଜହୀର ଇକ୍‌ବାଲ୍‌ଙ୍କ ପାଇଁ ସିନ୍ଦୁର ପିନ୍ଧିଲେ ସୋନାକ୍ଷୀ; ଦେଖାଯାଉଥିଲେ ହିନ୍ଦୁ ବୋହୂ ପରି

ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍‌ବାଲ୍‌ ପ୍ରାୟ ୮ବର୍ଷ ଧରି ଡେଟିଂ କରିବା ପରେ ଜୁନ୍ ୨୩ରେ ବିବାହ କରିଛନ୍ତି। ବିବାହ ପରେ ଏଛି ଯୋଡି କେବଳ ସେମାନଙ୍କ ବନ୍ଧୁ ଏବଂ ଘନିଷ୍ଠ ଲୋକଙ୍କୁ ଏକ ପାର୍ଟୀ ଦେଇଛନ୍ତି, ଯେଉଁଠାରେ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦେଖିବାକୁ ମିଳିଛି। ଫଟୋରେ ସୋନାକ୍ଷୀ ସିହ୍ନା ତାଙ୍କ ସିନ୍ଥିରେ ସିନ୍ଦୁର ଏବଂ ଚୁଟିରେ ଗଜରା ପିନ୍ଧିଥିବାର ନଜର ଆସିଛନ୍ତି।