ଜାନୁଆରୀ ୨୨ରେ ମମତା ବାନାର୍ଜୀ କରିବେ ସଦ୍ଭାବନା ରାଲି

ଜାନୁଆରୀ ୨୨ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିବେ ସଦ୍ଭାବନା ରାଲି। ଆଜି ଏହି ଘୋଷଣା କରିଛନ୍ତି ମମତା। ଏଥିସହ ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେନାହିଁ ବୋଲି ସଙ୍କେତ ଦେଇଛନ୍ତି। ତାଙ୍କ ଦଳ ତୃଣମୂଳ କଂଗ୍ରେସ- ଟିଏମସି ସମସ୍ତ ଧର୍ମର ଲୋକମାନଙ୍କ ସହିତ ସମନ୍ୱୟ ପାଇଁ ଏକ ରାଲି କରିବ। ୨୨ ତାରିଖ ସକାଳେ ମମତା କାଳିଘାଟ ମନ୍ଦିରରେ ଦେବୀ କାଳୀଙ୍କୁ ପୂଜା କରିବା ପରେ ଦକ୍ଷିଣ କୋଲକାତାର ହଜ୍ରା […] The post ଜାନୁଆରୀ ୨୨ରେ ମମତା ବାନାର୍ଜୀ କରିବେ ସଦ୍ଭାବନା ରାଲି appeared first on KNews Odisha.

ଜାନୁଆରୀ ୨୨ରେ ମମତା ବାନାର୍ଜୀ କରିବେ ସଦ୍ଭାବନା ରାଲି
mamata

ଜାନୁଆରୀ ୨୨ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିବେ ସଦ୍ଭାବନା ରାଲି। ଆଜି ଏହି ଘୋଷଣା କରିଛନ୍ତି ମମତା। ଏଥିସହ ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେନାହିଁ ବୋଲି ସଙ୍କେତ ଦେଇଛନ୍ତି। ତାଙ୍କ ଦଳ ତୃଣମୂଳ କଂଗ୍ରେସ- ଟିଏମସି ସମସ୍ତ ଧର୍ମର ଲୋକମାନଙ୍କ ସହିତ ସମନ୍ୱୟ ପାଇଁ ଏକ ରାଲି କରିବ। ୨୨ ତାରିଖ ସକାଳେ ମମତା କାଳିଘାଟ ମନ୍ଦିରରେ ଦେବୀ କାଳୀଙ୍କୁ ପୂଜା କରିବା ପରେ ଦକ୍ଷିଣ କୋଲକାତାର ହଜ୍ରା କ୍ରସିଂରୁ ଶୋଭାଯାତ୍ରା ଆରମ୍ଭ କରିବେ। ତା’ପରେ ସମସ୍ତ ଧର୍ମର ଲୋକଙ୍କ ସହ ସମନ୍ୱୟ ସମାବେଶରେ ଭାଗ ନେବେ। ଏକ ପ୍ରେସ୍ ରିଲିଜରେ ମମତା ଆଜି ଏହି ସୂଚନା ଦେଇଛନ୍ତି।…

The post ଜାନୁଆରୀ ୨୨ରେ ମମତା ବାନାର୍ଜୀ କରିବେ ସଦ୍ଭାବନା ରାଲି appeared first on KNews Odisha.