ଜାମ୍ମୁ-କାଶ୍ମୀର ଏହି ୨ ସଂଗଠନକୁ ବେଆଇନ ଦର୍ଶାଇ ୫ ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଦୁଇଟି ସଂଗଠନକୁ ୫ ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ ଲଗାଇଲେ କେନ୍ଦ୍ର ସରକାର। ବୁଧବାର(୨୮ ଫେବ୍ରୁଆରୀ ୨୦୨୪)କୁ ମୁସ୍ଲିମ କନଫରେନ୍ସ ଜାମ୍ମୁ-କାଶ୍ମୀର(ସୁମଜୀ ଦଳ) ଓ ମୁସ୍ଲିମ କନଫରେନ୍ସ ଜାମ୍ମୁ-କାଶ୍ମୀର(ଭଟ ଦଳ)କୁ ବେଆଇନ ଘୋଷଣା କରାଯାଇଛି। ଏହି ଦୁଇ ଦଳକୁ ୫ ପର୍ଯ୍ୟନ୍ତ ବ୍ୟାନ୍ ଲଗାଯାଇଥିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏମାନଙ୍କ କାର୍ଯ୍ୟକାଳ ଦେଶର ଏକଥା ଓ ଅଖଣ୍ଡତା ବିରୋଧରେ ଥିଲା ବୋଲି ଗୃହମନ୍ତ୍ରୀ କହିଛନ୍ତି। ପଢ଼ନ୍ତୁ-ପିଏମ୍ କୃଷକ ସମ୍ମାନ ନିଧିର ୧୬ତମ କିସ୍ତି ଜାରି, ଲାଭାର୍ଥୀଙ୍କ ଆକାଉଣ୍ଟକୁ ଗଲା ୨୧୦୦୦ କୋଟି ଟଙ୍କା ଏକ୍ସରେ ପୋଷ୍ଟ କରି ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆତଙ୍କବାଦକୁ ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏପରି ପରିସ୍ଥିତିରେ, ବେଆଇନ କାର୍ଯ୍ୟକଳାପରେ ଜଡିତ ଯେକୌଣସି ବ୍ୟକ୍ତିଙ୍କୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିବ। ଏହା ପୂର୍ବରୁ ମଙ୍ଗଳବାର କେନ୍ଦ୍ର ସରକାର ଦେଶର ସୁରକ୍ଷା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ବିରୁଦ୍ଧରେ କାର୍ଯ୍ୟକଳାପ ଜାରି ରଖିବାରୁ ଜମାତ-ଇ-ଇସଲାମି (ଜାମ୍ମୁ କାଶ୍ମୀର) ଉପରେ ପାଞ୍ଚ ବର୍ଷ ପାଇଁ ପ୍ରତିବନ୍ଧକ ବଢ଼ାଇଥିଲେ। The post ଜାମ୍ମୁ-କାଶ୍ମୀର ଏହି ୨ ସଂଗଠନକୁ ବେଆଇନ ଦର୍ଶାଇ ୫ ବର୍ଷ ପର୍ଯ୍ୟନ୍ତ ବ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଦୁଇଟି ସଂଗଠନକୁ ୫ ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ ଲଗାଇଲେ କେନ୍ଦ୍ର ସରକାର। ବୁଧବାର(୨୮ ଫେବ୍ରୁଆରୀ ୨୦୨୪)କୁ ମୁସ୍ଲିମ କନଫରେନ୍ସ ଜାମ୍ମୁ-କାଶ୍ମୀର(ସୁମଜୀ ଦଳ) ଓ ମୁସ୍ଲିମ କନଫରେନ୍ସ ଜାମ୍ମୁ-କାଶ୍ମୀର(ଭଟ ଦଳ)କୁ ବେଆଇନ ଘୋଷଣା କରାଯାଇଛି।
ଏହି ଦୁଇ ଦଳକୁ ୫ ପର୍ଯ୍ୟନ୍ତ ବ୍ୟାନ୍ ଲଗାଯାଇଥିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏମାନଙ୍କ କାର୍ଯ୍ୟକାଳ ଦେଶର ଏକଥା ଓ ଅଖଣ୍ଡତା ବିରୋଧରେ ଥିଲା ବୋଲି ଗୃହମନ୍ତ୍ରୀ କହିଛନ୍ତି।
ପଢ଼ନ୍ତୁ-ପିଏମ୍ କୃଷକ ସମ୍ମାନ ନିଧିର ୧୬ତମ କିସ୍ତି ଜାରି, ଲାଭାର୍ଥୀଙ୍କ ଆକାଉଣ୍ଟକୁ ଗଲା ୨୧୦୦୦ କୋଟି ଟଙ୍କା
ଏକ୍ସରେ ପୋଷ୍ଟ କରି ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆତଙ୍କବାଦକୁ ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏପରି ପରିସ୍ଥିତିରେ, ବେଆଇନ କାର୍ଯ୍ୟକଳାପରେ ଜଡିତ ଯେକୌଣସି ବ୍ୟକ୍ତିଙ୍କୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିବ।
ଏହା ପୂର୍ବରୁ ମଙ୍ଗଳବାର କେନ୍ଦ୍ର ସରକାର ଦେଶର ସୁରକ୍ଷା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ବିରୁଦ୍ଧରେ କାର୍ଯ୍ୟକଳାପ ଜାରି ରଖିବାରୁ ଜମାତ-ଇ-ଇସଲାମି (ଜାମ୍ମୁ କାଶ୍ମୀର) ଉପରେ ପାଞ୍ଚ ବର୍ଷ ପାଇଁ ପ୍ରତିବନ୍ଧକ ବଢ଼ାଇଥିଲେ।
The post ଜାମ୍ମୁ-କାଶ୍ମୀର ଏହି ୨ ସଂଗଠନକୁ ବେଆଇନ ଦର୍ଶାଇ ୫ ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ କଲେ କେନ୍ଦ୍ର ସରକାର appeared first on Prameya News7.