ଜୀରାନଦୀରୁ ମିଳିଲା ଯୁବକଙ୍କ ମୃତଦେହ: ରବିବାରରୁ ଥିଲେ ନିଖୋଜ
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ପ୍ରବାହିତ ଜୀରାନଦୀରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ବାଲିଟିକ୍ରାର ରାଧେଶ୍ୟାମ ଭୁଏ(୨୦) ବୋଲି ଜଣାପଡିଛି। ତେବେ କିଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ରବିବାରରୁ ସେ ନିଖୋଜ ଥିଲେ ବୋଲି ସୂଚନା ମିଳିଛି। The post ଜୀରାନଦୀରୁ ମିଳିଲା ଯୁବକଙ୍କ ମୃତଦେହ: ରବିବାରରୁ ଥିଲେ ନିଖୋଜ appeared first on Dharitri Odia News.
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ପ୍ରବାହିତ ଜୀରାନଦୀରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ବାଲିଟିକ୍ରାର ରାଧେଶ୍ୟାମ ଭୁଏ(୨୦) ବୋଲି ଜଣାପଡିଛି। ତେବେ କିଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ରବିବାରରୁ ସେ ନିଖୋଜ ଥିଲେ ବୋଲି ସୂଚନା ମିଳିଛି।
The post ଜୀରାନଦୀରୁ ମିଳିଲା ଯୁବକଙ୍କ ମୃତଦେହ: ରବିବାରରୁ ଥିଲେ ନିଖୋଜ appeared first on Dharitri Odia News.