ଜୁଆ ଆଡ୍ଡାରେ ରେଡ୍‌: ୧୫ ଜଣଙ୍କୁ ବାନ୍ଧିଲା ପୋଲିସ

ନୂଆପଡ଼ା,୧୭।୫(ମକାରୁ ବେମାଲ): ନୂଆପଡା ଜିଲା ଲଖନା ଥାନା କୁରୁମପୁରି ଓ ଠାକୁରପାଲି ଗାଁ ମଝି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ  ଚଢାଉ କରିଛି। ଏହା ସହ ୧୫ ଜଣଙ୍କୁ ଗିରଫ କରାଯାଇ ୨୮ ହଜାର ଟଙ୍କା, ୯ଟି ବାଇକ, ୧୪ଟି ମୋବାଇଲ ଜବତ କରାଯାଇଛି। ସୂଚନା ଯୋଗ୍ୟ ଯେ,୧୫ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଥାନାରେ ଅଣ୍ଡର ଟେକିଂ ଲେଖାଇ ଛାଡ଼ି ଦେଇଥିବା ବେଳେ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି l ସେମାନେ […] The post ଜୁଆ ଆଡ୍ଡାରେ ରେଡ୍‌: ୧୫ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

ଜୁଆ ଆଡ୍ଡାରେ ରେଡ୍‌: ୧୫ ଜଣଙ୍କୁ ବାନ୍ଧିଲା ପୋଲିସ

ନୂଆପଡ଼ା,୧୭।୫(ମକାରୁ ବେମାଲ): ନୂଆପଡା ଜିଲା ଲଖନା ଥାନା କୁରୁମପୁରି ଓ ଠାକୁରପାଲି ଗାଁ ମଝି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ  ଚଢାଉ କରିଛି। ଏହା ସହ ୧୫ ଜଣଙ୍କୁ ଗିରଫ କରାଯାଇ ୨୮ ହଜାର ଟଙ୍କା, ୯ଟି ବାଇକ, ୧୪ଟି ମୋବାଇଲ ଜବତ କରାଯାଇଛି। ସୂଚନା ଯୋଗ୍ୟ ଯେ,୧୫ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ଥାନାରେ ଅଣ୍ଡର ଟେକିଂ ଲେଖାଇ ଛାଡ଼ି ଦେଇଥିବା ବେଳେ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି l ସେମାନେ ହେଲେ କୁରୁମପୁରି ଗାଁ ର ନିମିଚନ ଅହିର (୩୮),ଉମାକାନ୍ତ ଅହିର (୪୦) ଓ ମହୁଲଭଟା ଗାଁ ର ଲଛମନ ଦଣ୍ଡସେନା (୨୮) ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଲଖନା ଥାନା ଅଧିକାରୀ ଦୂର୍ଗା ମାଧବ ବାଘ୍ ସୂଚନା ଦେଇଛନ୍ତି l

The post ଜୁଆ ଆଡ୍ଡାରେ ରେଡ୍‌: ୧୫ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.