ଜୟଆଲୁକ୍କାସ୍ର ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ
ଭୁବନେଶ୍ୱର,୨୨।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ୍ର ବହୁ ପ୍ରତୀକ୍ଷିତ ତଥା ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ (ଅତୁଳନୀୟ ଅଳଙ୍କାର ବିକ୍ରୟ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଫେଷ୍ଟଭାଲ ଅବସରରେ ଗ୍ରାହକମାନେ ବ୍ରାଣ୍ଡ୍ର ସମସ୍ତ ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ୍ ୫୦% ରିହାତି ଉପଭୋଗ କରିପାରିବେ। ଏହି ସ୍ବତନ୍ତ୍ର ଅବସରରେ ସୁନା, ହୀରା, ମୂଲ୍ୟବାନ୍ ପଥର ଏବଂ ରୁପା ସମେତ ବହୁ ଅଳଙ୍କାର ଅନ୍ତର୍ଭୁକ୍ତ ହୋଇଛି। ଏ ସମ୍ପର୍କରେ ଜୟଆଲୁକ୍କାସ୍ […] The post ଜୟଆଲୁକ୍କାସ୍ର ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ appeared first on Dharitri Odia News.
ଭୁବନେଶ୍ୱର,୨୨।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ୍ର ବହୁ ପ୍ରତୀକ୍ଷିତ ତଥା ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ (ଅତୁଳନୀୟ ଅଳଙ୍କାର ବିକ୍ରୟ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଫେଷ୍ଟଭାଲ ଅବସରରେ ଗ୍ରାହକମାନେ ବ୍ରାଣ୍ଡ୍ର ସମସ୍ତ ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ୍ ୫୦% ରିହାତି ଉପଭୋଗ କରିପାରିବେ। ଏହି ସ୍ବତନ୍ତ୍ର ଅବସରରେ ସୁନା, ହୀରା, ମୂଲ୍ୟବାନ୍ ପଥର ଏବଂ ରୁପା ସମେତ ବହୁ ଅଳଙ୍କାର ଅନ୍ତର୍ଭୁକ୍ତ ହୋଇଛି।
ଏ ସମ୍ପର୍କରେ ଜୟଆଲୁକ୍କାସ୍ ସମୂହର ଚେୟାରମ୍ୟାନ୍ ଜୟ ଆଲୁକ୍କାସ କହିଛନ୍ତି,ଆମେ ଏକ ଅଦ୍ୱିତୀୟ ଅଳଙ୍କାର ଶପିଂ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏପରିକି ଆମ ଗ୍ରାହକମାନେ ସେମାନଙ୍କର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବା ପାଇଁ ଅଳଙ୍କାରର ସର୍ବୋତ୍ତମ ଏବଂ ବ୍ୟାପକ ଚୟନ ଆମଠାରୁ ଆଶା କରିପାରନ୍ତି। ଏପରିକି ଅତୁଳନୀୟ ଅଳଙ୍କାର ବିକ୍ରୟ ଆମର ସମସ୍ତ ଶୋ’ରୁମ୍ରେ ଉପଲବ୍ଧ। ଆମର ସମସ୍ତ ସଂଗ୍ରହ ପାଇଁ ଅଳଙ୍କାର ତିଆରି ଶୁଳ୍କରେ ଫ୍ଲାଟ ୫୦% ରିହାତି ଅଫର ପ୍ରଦାନ କରାଯାଉଛି।
The post ଜୟଆଲୁକ୍କାସ୍ର ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ appeared first on Dharitri Odia News.