ଲୋକ ସଭା ନିର୍ବାଚନ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୬।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦ୍ରାର ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାାଲିୟର ଆସନରୁ ପ୍ରବୀଣ ପାଠକ ଏବଂ ମୁରୈନାରୁ ସତ୍ୟପାଲ ସିଂ ସିକରୱାରଙ୍କୁ ଟିକେଟ୍‌ ଦିଆଯାଇଛି। କଂଗ୍ରେସର ପ୍ରାର୍ଥୀଙ୍କ ଏହା ହେଉଛି ୧୪ତମ ତାଲିକା । ଏହାପୂର୍ବରୁ କଂଗ୍ରେସ ଗୁରୁବାର ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ୧୩ ତମ ତାଲିକା […] The post ଲୋକ ସଭା ନିର୍ବାଚନ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌ appeared first on Dharitri Odia News.

ଲୋକ ସଭା ନିର୍ବାଚନ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୬।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦ୍ରାର ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାାଲିୟର ଆସନରୁ ପ୍ରବୀଣ ପାଠକ ଏବଂ ମୁରୈନାରୁ ସତ୍ୟପାଲ ସିଂ ସିକରୱାରଙ୍କୁ ଟିକେଟ୍‌ ଦିଆଯାଇଛି। କଂଗ୍ରେସର ପ୍ରାର୍ଥୀଙ୍କ ଏହା ହେଉଛି ୧୪ତମ ତାଲିକା ।

ଏହାପୂର୍ବରୁ କଂଗ୍ରେସ ଗୁରୁବାର ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ୧୩ ତମ ତାଲିକା ପ୍ରକାଶ କରିଥିଲା। ଏହି ତାଲିକାରେ ତିନି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ଏବଂ ଏହି ତିନି ପ୍ରାର୍ଥୀ ଗୁଜରାଟର ଲୋକ ସଭା ନିର୍ବାଚନମଣ୍ଡଳୀରୁ (ସୁରେନ୍ଦ୍ରନଗର, ଜୁନାଗଡ ଏବଂ ଭଡୋଦରା)ରୁ ସ୍ଥାନ ପାଇଥିଲେ।

The post ଲୋକ ସଭା ନିର୍ବାଚନ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌ appeared first on Dharitri Odia News.