ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍: ଖୁବ୍ଶୀଘ୍ର ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ,ଯୋଗାଯୋଗରେ ଅଛନ୍ତି…
ଭୁବନେଶ୍ୱର,୧୮।୧୦: ଭାଜପା ବିଧାୟକ ଜୟନାରାୟଣ ମିଶ୍ର ଶୁକ୍ରବାର ଏକ ଭବିଷ୍ୟବାଣୀ କରିଛନ୍ତି। ଖୁବ୍ଶୀଘ୍ର ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ବିଜେଡିର ଆୟୁଷ ଖୁବ୍ କମ ଦିନ। ବିଜେଡିର ବହୁ ନେତା ଭାଜପା ଯୋଗାଯୋଗରେ ଅଛନ୍ତି। ପ୍ରଥମେ ଦୁର୍ନୀତିମୁକ୍ତଙ୍କ କଥା ବିଚାର କରାଯାଇ ଦଳରେ ନିଆଯିବ। ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ। ନେତାଙ୍କୁ ଚାକର ଭଳି ରଖିଥିଲେ, ଏବେ ରିଭେଂଜ ମୁଡ୍କୁ ଆସିଯାଇଛନ୍ତି। ନେତାମାନେ ଦଜରି ପକାଇବା, ଟେଣ୍ଟ ଗାତ ଖୋଳିବା, […] The post ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍: ଖୁବ୍ଶୀଘ୍ର ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ,ଯୋଗାଯୋଗରେ ଅଛନ୍ତି… appeared first on Dharitri Odia News.
ଭୁବନେଶ୍ୱର,୧୮।୧୦: ଭାଜପା ବିଧାୟକ ଜୟନାରାୟଣ ମିଶ୍ର ଶୁକ୍ରବାର ଏକ ଭବିଷ୍ୟବାଣୀ କରିଛନ୍ତି। ଖୁବ୍ଶୀଘ୍ର ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ବିଜେଡିର ଆୟୁଷ ଖୁବ୍ କମ ଦିନ। ବିଜେଡିର ବହୁ ନେତା ଭାଜପା ଯୋଗାଯୋଗରେ ଅଛନ୍ତି। ପ୍ରଥମେ ଦୁର୍ନୀତିମୁକ୍ତଙ୍କ କଥା ବିଚାର କରାଯାଇ ଦଳରେ ନିଆଯିବ। ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ। ନେତାଙ୍କୁ ଚାକର ଭଳି ରଖିଥିଲେ, ଏବେ ରିଭେଂଜ ମୁଡ୍କୁ ଆସିଯାଇଛନ୍ତି। ନେତାମାନେ ଦଜରି ପକାଇବା, ଟେଣ୍ଟ ଗାତ ଖୋଳିବା, ଚେୟାର ବୋହିଲେ ଭଳି କାର୍ଯ୍ୟ କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି।
ସୂଚନାଯୋଗ୍ୟ, ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳରେ ଥିବା ଓ ଅନ୍ୟ ଦଳକୁ ଯାଇଥିବା ବରିଷ୍ଠ ନେତାମାନେ ଜଣକ ପରେ ଜଣେ ବୟାନ ଦେଉଛନ୍ତି।
The post ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍: ଖୁବ୍ଶୀଘ୍ର ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ,ଯୋଗାଯୋଗରେ ଅଛନ୍ତି… appeared first on Dharitri Odia News.