ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗରେ ବାଘୁଣୀ ଜିନ୍ନତ

ଭୁବନେଶ୍ୱର:ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗରେ ବାଘୁଣୀ ଜିନ୍ନତ୍। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଶିମିଳିପାଳ ଛାଡି ପ୍ରଥମେ ଝାରଖଣ୍ଡ ଓ ଏବେ ପଶ୍ଚିମବଙ୍ଗ ଜଙ୍ଗଲରେ ଘୁରି ବୁଲୁଛି।ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ବାଘୁଣୀ ଜିନ୍ନତ ରହିଛି।ଝାଡ଼ଖଣ୍ଡ ଚାକୁଳିଆ ଜଙ୍ଗଲରୁ ପଶ୍ଚିମବଙ୍ଗ ପଳାଇଛି ବୋଲି କୁହା ଯାଉଛି।ବାଘୁଣୀ ଉପରେ ନଜର ରଖିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍। ଜିନ୍ନତକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି। ସୂଚନା ଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା ଜିନ୍ନତ। ଏଵେ ବନ […]

ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗରେ ବାଘୁଣୀ ଜିନ୍ନତ

ଭୁବନେଶ୍ୱର:ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗରେ ବାଘୁଣୀ ଜିନ୍ନତ୍। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଶିମିଳିପାଳ ଛାଡି ପ୍ରଥମେ ଝାରଖଣ୍ଡ ଓ ଏବେ ପଶ୍ଚିମବଙ୍ଗ ଜଙ୍ଗଲରେ ଘୁରି ବୁଲୁଛି।ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ବାଘୁଣୀ ଜିନ୍ନତ ରହିଛି।ଝାଡ଼ଖଣ୍ଡ ଚାକୁଳିଆ ଜଙ୍ଗଲରୁ ପଶ୍ଚିମବଙ୍ଗ ପଳାଇଛି ବୋଲି କୁହା ଯାଉଛି।ବାଘୁଣୀ ଉପରେ ନଜର ରଖିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍। ଜିନ୍ନତକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି।

ସୂଚନା ଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା ଜିନ୍ନତ। ଏଵେ ବନ ବିଭାଗର ସ୍ୱତନ୍ତ୍ର ଟିମ ଜିନ୍ନତକୁ ଫେରାଇ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି।