ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ
ମୁମ୍ବାଇ, ୧।୪: ଆଇପିଏଲର ୧୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ ଦଳ ବ୍ୟାଟିଂ କରିବ। ରାଜସ୍ଥାନ ରୟାଲ୍ସ ପ୍ଲେ-୧୧: ଯଶସ୍ବୀ ଜୟସ୍ବାଲ, ଜୋସ ବଟଲର, ସଞ୍ଜୁ ସାମସନ (ଉଇକେଟ୍ କିପର / ଅଧିନାୟକ), ରିଆନ ପରାଗ, ଧ୍ରୁଭ ଜୁରେଲ, ଶିମ୍ରନ ହେଟମାୟର, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ […] The post ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ appeared first on Dharitri Odia News.
ମୁମ୍ବାଇ, ୧।୪: ଆଇପିଏଲର ୧୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ ଦଳ ବ୍ୟାଟିଂ କରିବ।
ରାଜସ୍ଥାନ ରୟାଲ୍ସ ପ୍ଲେ-୧୧: ଯଶସ୍ବୀ ଜୟସ୍ବାଲ, ଜୋସ ବଟଲର, ସଞ୍ଜୁ ସାମସନ (ଉଇକେଟ୍ କିପର / ଅଧିନାୟକ), ରିଆନ ପରାଗ, ଧ୍ରୁଭ ଜୁରେଲ, ଶିମ୍ରନ ହେଟମାୟର, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଆବେଶ ଖାନ, ନନ୍ଦ୍ରେ ବର୍ଗର ଏବଂ ୟୁଜଭେନ୍ଦ୍ର ଚହଲ।
ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-୧୧: ଇଶାନ କିଶନ (ଉଇକେଟ୍ କିପର), ରୋହିତ ଶର୍ମା, ନମନ ଧୀର, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଟିମ ଡେଭିଡ, ଜେରାଲ୍ଡ କାଏଟଜୀ, ପୀୟୁଷ ଚାୱଲା, ଆକାଶ ମାଧୱାଲ, ଜସପ୍ରୀତ ବୁମ୍ରା ଏବଂ କ୍ୱେନା ମାଫାକା।
The post ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ appeared first on Dharitri Odia News.