ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା

କୁର୍ନୁଲ,୧୧ା୬: ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲାରେ ଟିଡିପି ନେତା ଗୌରୀନାଥ ଚୌଧରୀଙ୍କୁ ହତ୍ୟା କରାଯାଇଛି। ବୋମିରେଡ୍‌ଡିପାଲେ ଗ୍ରାମରେ ଓ୍ବାଇଏସ୍‌ଆର୍‌ସିପି କର୍ମୀ ପମୟା, ରାମକ୍ରିଷ୍ଣା ଓ ଅନ୍ୟମାନେ ଛୁରି ଓ ଟାଙ୍ଗିଆରେ ଟିଡିପିର ସ୍ଥାନୀୟ ନେତା ଗୌରୀନାଥଙ୍କୁ ଆକ୍ରମଣ କରିଥିଲେ। ହତ୍ୟାକାଣ୍ଡକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ ହୋଇଛି। ଟିଡିପି ନେତା ନର ଲୋକେଶ ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ଜଗନମୋହନ ରେଡ୍ଡୀଙ୍କ ହାତ ଥିବା […] The post ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା appeared first on Dharitri Odia News.

ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା

କୁର୍ନୁଲ,୧୧ା୬: ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲାରେ ଟିଡିପି ନେତା ଗୌରୀନାଥ ଚୌଧରୀଙ୍କୁ ହତ୍ୟା କରାଯାଇଛି। ବୋମିରେଡ୍‌ଡିପାଲେ ଗ୍ରାମରେ ଓ୍ବାଇଏସ୍‌ଆର୍‌ସିପି କର୍ମୀ ପମୟା, ରାମକ୍ରିଷ୍ଣା ଓ ଅନ୍ୟମାନେ ଛୁରି ଓ ଟାଙ୍ଗିଆରେ ଟିଡିପିର ସ୍ଥାନୀୟ ନେତା ଗୌରୀନାଥଙ୍କୁ ଆକ୍ରମଣ କରିଥିଲେ। ହତ୍ୟାକାଣ୍ଡକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ ହୋଇଛି। ଟିଡିପି ନେତା ନର ଲୋକେଶ ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ଜଗନମୋହନ ରେଡ୍ଡୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

The post ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା appeared first on Dharitri Odia News.