ଟେକଅପ ସମୟରେ ଖସିଗଲା ବିମାନର ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ସାନ ଫ୍ରାନ୍ସିସକୋ,୮।୩: ଏକ ବିମାନର ଚକ ମଝି ଆକସରେ ଖ୍ସୀ ଯାଉଥିବାର ଏକ ଚକିତ ଭିଡିଓ ସାମ୍ନାକୁ ଆସିଛି। ବାସ୍ତବରେ ୟୁନାଇଟେଡ ଏୟାରଲାଇନ୍ସର ବିମାନ ଜାପାନ ଯାଉଥିଲା। ବିମାନଟି ଉଡ଼ି ଆକାଶରେ ପହଞ୍ଚିବା ମାତ୍ରେ ଏହାର ଚକ ବାହାରିଗଲା । ବିମାନର ବାମ ପାର୍ଶ୍ୱର ମୁଖ୍ୟ ଅବତରଣ ଗିଅର ମଧ୍ୟରୁ ୬ଟି ଟାୟାର ମଧ୍ୟରୁ ଗୋଟିଏ ବାହାରିଯାଇ ପଡ଼ି ତଳେ ପଡ଼ିଯାଇଥିଲା। ସୂଚନାଯୋଗ୍ୟ, ବିମାନଟଇ ଉଡିବାର କିଛି ସେକେଣ୍ଡ ମଧ୍ୟରେ ଟାୟାର ଖସିବାର ଏହି ଭିଡିଓ ସୋସିଆଲ […] The post ଟେକଅପ ସମୟରେ ଖସିଗଲା ବିମାନର ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ appeared first on Dharitri Odia News.
ସାନ ଫ୍ରାନ୍ସିସକୋ,୮।୩: ଏକ ବିମାନର ଚକ ମଝି ଆକସରେ ଖ୍ସୀ ଯାଉଥିବାର ଏକ ଚକିତ ଭିଡିଓ ସାମ୍ନାକୁ ଆସିଛି। ବାସ୍ତବରେ ୟୁନାଇଟେଡ ଏୟାରଲାଇନ୍ସର ବିମାନ ଜାପାନ ଯାଉଥିଲା। ବିମାନଟି ଉଡ଼ି ଆକାଶରେ ପହଞ୍ଚିବା ମାତ୍ରେ ଏହାର ଚକ ବାହାରିଗଲା । ବିମାନର ବାମ ପାର୍ଶ୍ୱର ମୁଖ୍ୟ ଅବତରଣ ଗିଅର ମଧ୍ୟରୁ ୬ଟି ଟାୟାର ମଧ୍ୟରୁ ଗୋଟିଏ ବାହାରିଯାଇ ପଡ଼ି ତଳେ ପଡ଼ିଯାଇଥିଲା।
ସୂଚନାଯୋଗ୍ୟ, ବିମାନଟଇ ଉଡିବାର କିଛି ସେକେଣ୍ଡ ମଧ୍ୟରେ ଟାୟାର ଖସିବାର ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ବୋଇଙ୍ଗ ୭୭୭ବିମାନ ଆମେରିକାର ସାନ ଫ୍ରାନ୍ସିସ୍କୋରୁ ଉଡ଼ି ଯାଇଥିଲା, ଯେଉଁଥିରେ ୨୩୫ ଜଣ ଯାତ୍ରୀ ଏବଂ ୧୪ଜଣ କ୍ରୁ ସଦସ୍ୟ ରହିଥିଲେ। ବିମାନଟି ଲସ ଆଞ୍ଜେଲସରେ ଜରୁରୀକାଳୀନ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
A United Airlines jetliner bound for Japan made a safe landing in Los Angeles on Thursday after losing a tire while taking off from San Francisco. pic.twitter.com/9dKM6Qc1tp
— The Associated Press (@AP) March 8, 2024
The post ଟେକଅପ ସମୟରେ ଖସିଗଲା ବିମାନର ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ appeared first on Dharitri Odia News.