ଟ୍ରାଫିକ୍‌ ପୋଷ୍ଟକୁ ପିଟିଲା ବାଇକ୍‌, ୨୦ ମିଟର ଛିଟିକି ପଡିଲେ ଆରୋହୀ

ବାରଙ୍ଗ ୧୩।୦୧ : ଜାଭିୟର ଛକରେ ଦୁର୍ଘଟଣା । ଟ୍ରାଫିକ୍‌ ପୋଷ୍ଟକୁ ପିଟିଲା ବାଇକ୍‌ । ଯାହାଫଳରେ ଉପୁଡିଯାଇଛି ନବର୍ନିମିତ ଟ୍ରାଫିକ ପୋଷ୍ଟ । ଘଟଣାସ୍ଥଳରେ ମୈତ୍ରୀବିହାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ଦିନ ନବନିର୍ମିତ ଏକ ଟ୍ରାଫିକ ପୋଷ୍ଟ ଧକ୍କା ଦେଇଥିଲା ବାଇକ୍‌ । ଯାହାଫଳରେ ଟ୍ରାଫିକ୍‌ ପୋଷ୍ଟଟି ଉପଡି ପଡିଛି । ତେବେ ଟ୍ରାଫିକ୍‌ ପୋଷ୍ଟ ଭାଙ୍ଗିବା ସହ ପ୍ରାୟ ୨୦ ମିଟର ଛିଟିକି ପଡିଥିଲେ ବାଇକ୍‌ ଆରୋହୀ । ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରିଥିଲା ପିସିଆର୍‌ ଭ୍ୟାନ୍‌ । ସେପଟେ ଘଟଣା ସଂପର୍କରେ ସୂଚନା ପାଇ ମୈତ୍ରୀ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହାସହିତ ସିସିଟିଭି ଫୁଟେଜ ନେଇ ଯାଞ୍ଚ କରୁଛି । https://www.prameyanews7.com/heavy-cold-wave-at-karanjia/ The post ଟ୍ରାଫିକ୍‌ ପୋଷ୍ଟକୁ ପିଟିଲା ବାଇକ୍‌, ୨୦ ମିଟର ଛିଟିକି ପଡିଲେ ଆରୋହୀ appeared first on Prameya News7.

ଟ୍ରାଫିକ୍‌ ପୋଷ୍ଟକୁ ପିଟିଲା ବାଇକ୍‌, ୨୦ ମିଟର ଛିଟିକି ପଡିଲେ ଆରୋହୀ

ବାରଙ୍ଗ ୧୩।୦୧ : ଜାଭିୟର ଛକରେ ଦୁର୍ଘଟଣା । ଟ୍ରାଫିକ୍‌ ପୋଷ୍ଟକୁ ପିଟିଲା ବାଇକ୍‌ । ଯାହାଫଳରେ ଉପୁଡିଯାଇଛି ନବର୍ନିମିତ ଟ୍ରାଫିକ ପୋଷ୍ଟ । ଘଟଣାସ୍ଥଳରେ ମୈତ୍ରୀବିହାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ଦିନ ନବନିର୍ମିତ ଏକ ଟ୍ରାଫିକ ପୋଷ୍ଟ ଧକ୍କା ଦେଇଥିଲା ବାଇକ୍‌ । ଯାହାଫଳରେ ଟ୍ରାଫିକ୍‌ ପୋଷ୍ଟଟି ଉପଡି ପଡିଛି । ତେବେ ଟ୍ରାଫିକ୍‌ ପୋଷ୍ଟ ଭାଙ୍ଗିବା ସହ ପ୍ରାୟ ୨୦ ମିଟର ଛିଟିକି ପଡିଥିଲେ ବାଇକ୍‌ ଆରୋହୀ । ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରିଥିଲା ପିସିଆର୍‌ ଭ୍ୟାନ୍‌ ।

ସେପଟେ ଘଟଣା ସଂପର୍କରେ ସୂଚନା ପାଇ ମୈତ୍ରୀ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହାସହିତ ସିସିଟିଭି ଫୁଟେଜ ନେଇ ଯାଞ୍ଚ କରୁଛି ।

https://www.prameyanews7.com/heavy-cold-wave-at-karanjia/

The post ଟ୍ରାଫିକ୍‌ ପୋଷ୍ଟକୁ ପିଟିଲା ବାଇକ୍‌, ୨୦ ମିଟର ଛିଟିକି ପଡିଲେ ଆରୋହୀ appeared first on Prameya News7.