ଡ଼ବଲ ଇଞ୍ଜିନ ସରକାର ଆୟୁର୍ବେଦ କ୍ୟାଡ଼ରକୁ ମଜଭୁତ କରିବ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର ୨୯।୧୦: ଆୟୁର୍ବେଦକୁ ଗୁରୁତ୍ୱ ଦେବାକୁ ମୋହନ ସରକାରଙ୍କ ପ୍ରତିବଦ୍ଧତା । ଡ଼ବଲ ଇଞ୍ଜିନ ସରକାର ଆୟୁର୍ବେଦ କ୍ୟାଡ଼ରକୁ ମଜଭୁତ କରିବ । ସବୁ ପଞ୍ଚାୟତରେ ଆରୋଗ୍ୟ ମନ୍ଦିର ହେବ । ଜଣେ ଯୋଗ୍ୟ ଶିକ୍ଷକ ରହିବେ । ଓଡ଼ିଶାରେ ୬୫୦୦ ଗ୍ରାମ ପଂଚାୟତ ରହିଛି, ଯେଉଁଥିରେ ୪୫୦୦ ଗ୍ରାମ ଛାଡି ପଂଚାୟତରେ  ଏହି କାର୍ଯ୍ୟ ଆରମ୍ଭ ହେଲାଣି । ୫ ବର୍ଷ ଭିତରେ ଏହି କାମ ସରିବା ନେଇ ଟାର୍ଗେଟ ରହିଛି । ଯେଉଁଥିରେ ନେଚରୋପ୍ୟାଥି ଓ ଯୋଗର ପ୍ରଚାର ପ୍ରସାର ହୋଇପାରିବ । ଆୟୁର୍ବେଦ ଓ ହୋମିଓପ୍ୟାଥିକ କଲେଜକୁ ସୁଦୃଢ଼ କରାଯିବ । ପିଏଚସି ଓ ସିଏଚସି ଲେଭଲରେ ହୋମିଓପାଥି ମେଡ଼ିସିନ ରଖାଯିବ । ଲୋକଙ୍କ ଭିତରେ କନଫିଡେନ୍ସ ବଢାଇବାକୁ ଆୟୁର୍ବେଦ, ହୋମିଓପ୍ୟାଥି ମେଡ଼ିସିନ ରୋଗକୁ ହରାଏ, ଏ ବିଷୟ ମଧ୍ୟ ଲୋକଙ୍କ ମନରେ ସଚେତନ କରାଯିବ । ଆୟୁର୍ବେଦ କଲେଜରେ ନିଯୁକ୍ତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କିଛି ଦିନ ତଳେ ବିଭିନ୍ନ ଆୟୁର୍ବେଦ କଲେଜରେ ୧୧୦ ଜଣଙ୍କୁ ନିଯୁକ୍ତି ମିଳିଛି । ଆଗାମୀ ୫ ବର୍ଷ ମଧ୍ୟରେ ସବୁ ନିଯୁକ୍ତି କରାଯିବ । ସରକାର ଏ କଥାକୁ ନଜରରେ ରଖିଛନ୍ତି । You Can Read:ରାଜ୍ୟରେ ଖୁବ୍‌ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ, ଜାରି ରହିବ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା

ଡ଼ବଲ ଇଞ୍ଜିନ ସରକାର ଆୟୁର୍ବେଦ କ୍ୟାଡ଼ରକୁ ମଜଭୁତ କରିବ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର ୨୯।୧୦: ଆୟୁର୍ବେଦକୁ ଗୁରୁତ୍ୱ ଦେବାକୁ ମୋହନ ସରକାରଙ୍କ ପ୍ରତିବଦ୍ଧତା । ଡ଼ବଲ ଇଞ୍ଜିନ ସରକାର ଆୟୁର୍ବେଦ କ୍ୟାଡ଼ରକୁ ମଜଭୁତ କରିବ । ସବୁ ପଞ୍ଚାୟତରେ ଆରୋଗ୍ୟ ମନ୍ଦିର ହେବ । ଜଣେ ଯୋଗ୍ୟ ଶିକ୍ଷକ ରହିବେ । ଓଡ଼ିଶାରେ ୬୫୦୦ ଗ୍ରାମ ପଂଚାୟତ ରହିଛି, ଯେଉଁଥିରେ ୪୫୦୦ ଗ୍ରାମ ଛାଡି ପଂଚାୟତରେ  ଏହି କାର୍ଯ୍ୟ ଆରମ୍ଭ ହେଲାଣି । ୫ ବର୍ଷ ଭିତରେ ଏହି କାମ ସରିବା ନେଇ ଟାର୍ଗେଟ ରହିଛି । ଯେଉଁଥିରେ ନେଚରୋପ୍ୟାଥି ଓ ଯୋଗର ପ୍ରଚାର ପ୍ରସାର ହୋଇପାରିବ । ଆୟୁର୍ବେଦ ଓ ହୋମିଓପ୍ୟାଥିକ କଲେଜକୁ ସୁଦୃଢ଼ କରାଯିବ । ପିଏଚସି ଓ ସିଏଚସି ଲେଭଲରେ ହୋମିଓପାଥି ମେଡ଼ିସିନ ରଖାଯିବ । ଲୋକଙ୍କ ଭିତରେ କନଫିଡେନ୍ସ ବଢାଇବାକୁ ଆୟୁର୍ବେଦ, ହୋମିଓପ୍ୟାଥି ମେଡ଼ିସିନ ରୋଗକୁ ହରାଏ, ଏ ବିଷୟ ମଧ୍ୟ ଲୋକଙ୍କ ମନରେ ସଚେତନ କରାଯିବ । 

ଆୟୁର୍ବେଦ କଲେଜରେ ନିଯୁକ୍ତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କିଛି ଦିନ ତଳେ ବିଭିନ୍ନ ଆୟୁର୍ବେଦ କଲେଜରେ ୧୧୦ ଜଣଙ୍କୁ ନିଯୁକ୍ତି ମିଳିଛି । ଆଗାମୀ ୫ ବର୍ଷ ମଧ୍ୟରେ ସବୁ ନିଯୁକ୍ତି କରାଯିବ । ସରକାର ଏ କଥାକୁ ନଜରରେ ରଖିଛନ୍ତି । 

You Can Read:

ରାଜ୍ୟରେ ଖୁବ୍‌ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ, ଜାରି ରହିବ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା