ଡାକ୍ତରଙ୍କ ଘର ଭିତରକୁ ପଶିଗଲା ୧୪ୁ ଚକିଆ ଟ୍ରକ୍‌ : ପରେ ଯାହା ହେଲା…

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ୨୨୦ ନଂ ଜାତୀୟ ରାଜପଥ କୁଆପଶି ନିକଟରେ ରାସ୍ତାର ବାମପାର୍ଶ୍ୱ ରବିବାର ଭୋରରୁ ଏକ ସିମେଣ୍ଟ ବୋଝେଇ ୧୪ ଚକିଆ ଟ୍ରକ  ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ରାସ୍ତାତଳକୁ  ଖସି ଡାକ୍ତର ନିର୍ମଳ ମହାନ୍ତଙ୍କ ଘରକୁ ପଶି ଗେଟ୍‌ ପାଚେରୀ ଓ ଘରର କିଛି ଅଂଶ ଭାଙ୍ଗିଦେଇଛି। ସୂଚନା ଅନୁଯାୟୀ, ଓ୦୫ଏୟୁ୨୮୧୪ନଂ ବିଶିଷ୍ଟ ସିମେଣ୍ଟ ବୋଝେଇ ୧୪ ଚକିଆ ଟ୍ରକଟି କଟକରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ […] The post  ଡାକ୍ତରଙ୍କ ଘର ଭିତରକୁ ପଶିଗଲା ୧୪ୁ ଚକିଆ ଟ୍ରକ୍‌ : ପରେ ଯାହା ହେଲା… appeared first on Dharitri Odia News.

 ଡାକ୍ତରଙ୍କ ଘର ଭିତରକୁ ପଶିଗଲା ୧୪ୁ ଚକିଆ ଟ୍ରକ୍‌ : ପରେ ଯାହା ହେଲା…
ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ୨୨୦ ନଂ ଜାତୀୟ ରାଜପଥ କୁଆପଶି ନିକଟରେ ରାସ୍ତାର ବାମପାର୍ଶ୍ୱ ରବିବାର ଭୋରରୁ ଏକ ସିମେଣ୍ଟ ବୋଝେଇ ୧୪ ଚକିଆ ଟ୍ରକ  ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ରାସ୍ତାତଳକୁ  ଖସି ଡାକ୍ତର ନିର୍ମଳ ମହାନ୍ତଙ୍କ ଘରକୁ ପଶି ଗେଟ୍‌ ପାଚେରୀ ଓ ଘରର କିଛି ଅଂଶ ଭାଙ୍ଗିଦେଇଛି।
ସୂଚନା ଅନୁଯାୟୀ, ଓ୦୫ଏୟୁ୨୮୧୪ନଂ ବିଶିଷ୍ଟ ସିମେଣ୍ଟ ବୋଝେଇ ୧୪ ଚକିଆ ଟ୍ରକଟି କଟକରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ କୁଆପଶି ନିକଟରେ ଭାରସାମ୍ୟ ହରାଇ ଘର ଭିତରକୁ ପଶି ଯାଇଛି। ଟ୍ରକ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୂର୍ଘଟଣା ଘଟିଥିବା ଜଣାପଡିଛି।

The post  ଡାକ୍ତରଙ୍କ ଘର ଭିତରକୁ ପଶିଗଲା ୧୪ୁ ଚକିଆ ଟ୍ରକ୍‌ : ପରେ ଯାହା ହେଲା… appeared first on Dharitri Odia News.