ଡାସ୍‌ ଡାଏଟ୍‌

ସୁସ୍ଥ ରହିବା ପାଇଁ ଅନେକ ପ୍ରକାର ଡାଏଟ୍‌ ବର୍ତ୍ତମାନ ସମସ୍ତେ ଫଲୋ କରୁଛନ୍ତି । ଏହି ତାଲିକାରେ ଅନେକ ପ୍ରକାର ଡାଏଟ୍‌ ଯେପରି କିଟୋ ଡାଏଟ୍‌, ଲୋ କ୍ୟାଲୋରୀ ଡାଏଟ୍‌, ଲୋ କ୍ରାବ ଡାଏଟ୍‌ ଆଦି ରହିଛି । ସେହିଭଳି ଏକ ଡାଏଟ୍‌ ହେଲା ଡାସ୍‌ ଡାଏଟ୍‌ । ଏହି ଡାଏଟ୍‌ ନିଜର ନାଁ ଭଳି ୟୁନିକ୍‌ । ଏହି ଡାଏଟ୍‌ରେ ବିଭିନ୍ନ ରୋରଗ ଉପଚାର ରହିଛି । ଏହା ଆମର ବ୍ଲଡ ପ୍ରେସର ଓ ହାଇପସଟେନ୍‌ସନ୍‌କୁ […]

ଡାସ୍‌ ଡାଏଟ୍‌
ଡାସ୍‌ ଡାଏଟ୍‌

ସୁସ୍ଥ ରହିବା ପାଇଁ ଅନେକ ପ୍ରକାର ଡାଏଟ୍‌ ବର୍ତ୍ତମାନ ସମସ୍ତେ ଫଲୋ କରୁଛନ୍ତି । ଏହି ତାଲିକାରେ ଅନେକ ପ୍ରକାର ଡାଏଟ୍‌ ଯେପରି କିଟୋ ଡାଏଟ୍‌, ଲୋ କ୍ୟାଲୋରୀ ଡାଏଟ୍‌, ଲୋ କ୍ରାବ ଡାଏଟ୍‌ ଆଦି ରହିଛି । ସେହିଭଳି ଏକ ଡାଏଟ୍‌ ହେଲା ଡାସ୍‌ ଡାଏଟ୍‌ । ଏହି ଡାଏଟ୍‌ ନିଜର ନାଁ ଭଳି ୟୁନିକ୍‌ । ଏହି ଡାଏଟ୍‌ରେ ବିଭିନ୍ନ ରୋରଗ ଉପଚାର ରହିଛି । ଏହା ଆମର ବ୍ଲଡ ପ୍ରେସର ଓ ହାଇପସଟେନ୍‌ସନ୍‌କୁ କମ କରିବାରେ ସାହାଯ୍ୟ କରିଥାଏ । ଏହି ଡାଏଟ୍‌ ଦ୍ୱାରା ଆମ ଶରୀରର ସୋଡିଅମ୍‌ ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ । ତେଣୁ ଏହା ବିଭିନ୍ନ ହାର୍ଟ ଡିଜିଜ୍‌ ପାଇଁ ବେଶ ସ୍ୱାସ୍ଥ୍ୟ କରି । ଏହାର ଦୁଇ ପ୍ରକାର ରହିଛି, ଯଥା ଷ୍ଟାଣ୍ଡାର୍ଡ ଡାସ ଡାଏଟ୍‌, ଲୋୟର ସୋଡିଅମ ଡାସ ଡାଏଟ୍‌ । ଏହି ଦୁଇ ପ୍ରକାରରେ ସୋଡିଅମର ମାତ୍ରା ଭିନ୍ନ ଭିନ୍ନ ରହିଥାଏ । ସେହିଭଳି ଏହି ଡାଏଟ୍‌କୁ ଆପଣ ସକାଳର ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ସବୁ ସ୍ଥାନରେ ଅନୁକରଣ କରିପାରିବେ । ତେବେ ଏହି ଡାଏଟ୍‌ ଫଲୋ କରିବା ପୂର୍ବରୁ ଡାଏଟିସିଆନଙ୍କ ସହ ପରାମର୍ଶ କରନ୍ତୁ । ଏହି ଡାଏଟ୍‌ରେ ଫଳ,କ୍ଷୀର, କଫି, ଶାଗ, ଡ୍ରାଏଫ୍ରୁଟ୍ସ, ପରିବା ଆଦି ସାମିଲ ଅଛି ।