ଡିସେମ୍ବର ୧୬ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ - ଦିନଟି ଆପଣଙ୍କର ବହୁତ୍ ଭଲରେ କଟିବ । ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଚାକିରିରେରେ ପଦୋନ୍ନତି ଘଟିବାର ସମ୍ଭାବନା ଅଛି । ଅର୍ଥ ନିବେଶରେ ଲାଭ ଦାୟକ ହେବ । ବୃଷ - ମିଳୁ ନଥିବା ଧନ ମିଳିବ । ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସାର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ ହେବ। ଲୁଚି ରହିଥିବା ଦକ୍ଷତାର ପରି ପ୍ରକାଶ ହେବ। ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ । ମିଥୁନ - ଘାତ ଚନ୍ଦ୍ର ଯୋଗୁଁ ସତର୍କ ରହିବା ବିଧେୟ । ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ । କର୍ମ ବ୍ୟସ୍ତତାରେ ଦିନଟି କଟିବ । ଚିନ୍ତା ବଢ଼ି ପାରେ । ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ । କର୍କଟ - ଅଷ୍ଟମ ଚନ୍ଦ୍ର ଯୋଗୁଁ ଆଜି ଦିନଟି ରେ ଆପଣ ଚିନ୍ତାରେ ପଡ଼ିବେ । ଜୀବନ ସାଥୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖା ଦେବ । ମିତ୍ରଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀ ମାନେ ଅସଫଳ ହେବେ । ସିଂହ - ଚାକିରି ରେ ସଫଳତା ମିଳିବ । ଦିନଟି ରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଚି ରହିଥିବା ମିଥ୍ୟା ଆସନ୍ତାକାଲି ସର୍ବ ସମ୍ମୁଖକୁ ଆସି ପାରେ । ସନ୍ତାନଙ୍କ ସହ ମନ ମାଳିନ୍ୟ ହୋଇପାରେ । କନ୍ୟା - କର୍ମ ରେ ଆପଣଙ୍କୁ ମଧ୍ୟମ ଫ
ମେଷ - ଦିନଟି ଆପଣଙ୍କର ବହୁତ୍ ଭଲରେ କଟିବ । ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଚାକିରିରେରେ ପଦୋନ୍ନତି ଘଟିବାର ସମ୍ଭାବନା ଅଛି । ଅର୍ଥ ନିବେଶରେ ଲାଭ ଦାୟକ ହେବ ।
ବୃଷ - ମିଳୁ ନଥିବା ଧନ ମିଳିବ । ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସାର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ ହେବ। ଲୁଚି ରହିଥିବା ଦକ୍ଷତାର ପରି ପ୍ରକାଶ ହେବ। ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।
ମିଥୁନ - ଘାତ ଚନ୍ଦ୍ର ଯୋଗୁଁ ସତର୍କ ରହିବା ବିଧେୟ । ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ । କର୍ମ ବ୍ୟସ୍ତତାରେ ଦିନଟି କଟିବ । ଚିନ୍ତା ବଢ଼ି ପାରେ । ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ ।
କର୍କଟ - ଅଷ୍ଟମ ଚନ୍ଦ୍ର ଯୋଗୁଁ ଆଜି ଦିନଟି ରେ ଆପଣ ଚିନ୍ତାରେ ପଡ଼ିବେ । ଜୀବନ ସାଥୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖା ଦେବ । ମିତ୍ରଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀ ମାନେ ଅସଫଳ ହେବେ ।
ସିଂହ - ଚାକିରି ରେ ସଫଳତା ମିଳିବ । ଦିନଟି ରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଚି ରହିଥିବା ମିଥ୍ୟା ଆସନ୍ତାକାଲି ସର୍ବ ସମ୍ମୁଖକୁ ଆସି ପାରେ । ସନ୍ତାନଙ୍କ ସହ ମନ ମାଳିନ୍ୟ ହୋଇପାରେ ।
କନ୍ୟା - କର୍ମ ରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଶତ୍ରୁ ଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା ମିଳି ପାରେ।
ତୁଳା - ଦିନଟି ବହୁତ୍ ଖୁସି ରେ କଟିବ । ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହେବ । ଉଚ୍ଚ ପଦସ୍ଥ ଲୋକଙ୍କ ସହ ସୋମବାର ମିଳନ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳତା ପ୍ରାପ୍ତ କରିବେ ।
ବିଛା - ବାକିଥିବା କାର୍ଯ୍ୟ କୁ ସମୟାନୁସାରେ ପୂରଣ କରନ୍ତୁ । ବନ୍ଧୁ ଙ୍କ ସହ ଅଧିକାଂଶ ସମୟ କଟିବ । ଜୀବନସାଥୀ ଙ୍କ ସହଯୋଗ ମିଳିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଉପଯୁକ୍ତ ହେବେ । ବଡ଼ ପଦବୀ ପାଇଁ ଆଶାୟୀ ହେବେ।
ଧନୁ - ଅନ୍ୟଦିନ ତୁଳନାରେ ଆଜି ଦିନଟି ଅଧିକା ଭଲ ଫଳ ପ୍ରଦାନ କରିବ । ସଭା ସମିତିରେ ନେତୃତ୍ୱ ଲାଭ କରିବେ। ପରିବାରରୁ ପ୍ରଶଂସା ମିଳିବ । ପୂର୍ବୁବ୍ରୁ ଥିବା ବିବାଦର ଅନ୍ତ ଘଟିବ ।ବିଦ୍ୟାର୍ଥୀ ମାନେ ପରୀକ୍ଷା କୁ ନେଇ ଚିନ୍ତା ରେ ରହିବେ ।
ମକର - ସୋମବାର ଦିନଟି ଅନୁକୂଳ ରହିବ । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ । ପରିବାରରୁ ଆର୍ଥିକ ସହାୟତା ମିଳିବ ।ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ । ବିଦ୍ୟାର୍ଥୀ ମାନଙ୍କ ମନ ଉଣା ରହିବ । ଆର୍ଥିକ ବ୍ୟୟ ସାମାନ୍ୟ ଅଧିକ ରହିବ ।
କୁମ୍ଭ - ମିତ୍ର ଙ୍କ ଠାରୁ ଭଲ ଖବର ମିଳିବ । ଧନ ସଂପତ୍ତି କ୍ରୟ କରିବେ । ପ୍ରତିଶ୍ରୁତି ଆସନ୍ତାକାଲି ପୂରଣ କରନ୍ତୁ । ଅନ୍ୟ ଲୋକଙ୍କ କାର୍ଯ୍ୟରେ ସମୟ ନିବେଶ କରିବେ । ସୌଜନ୍ୟ ଭାବ ମନରେ ରହିବେ । ବିଦ୍ୟାର୍ଥୀ ଲାଭବାନ ହେବେ । ସମ୍ମାନ ପ୍ରାପ୍ତି ହେବେ ।
ମୀନ - କର୍ମ କ୍ଷେତ୍ରରେ ସାବଧାନ ରହିବା ବିଧେୟ । ବ୍ୟବସାୟରେ ଲାଭ ଯୋଗ ରହିଛି । କର୍ମ କ୍ଷେତ୍ରରେ ନୂତନ ପଦବୀ ମିଳି ପାରେ । ପରିବାରରେ ସାମାନ୍ୟ ମନୋ ମାଲିନ୍ୟ ଦେଖା ଦେବ। ଛାତ୍ରଛାତ୍ରୀ ମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682