ତୁରନ୍ତ ଇସ୍ତଫା ଦିଅନ୍ତୁ ପ୍ରଧାନମନ୍ତ୍ରୀ: ତେଜିଲା ବିବାଦ, କଫ୍ୟୁ ଜାରି

ଢାକା,୪।୮: ବାଂଲାଦେଶରେ ପୁଣିଥରେ ସରକାର ବିରୋଧୀ ବିରୋଧ ଆରମ୍ଭ ହୋଇଛି। ପୁଣି ଥରେ ହଜାର ହଜାର ଲୋକ ରାଜଧାନୀ ଢାକାକୁ ଯାଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ରବିବାର ଶାସକ ଆୱାମୀ ଲିଗ ସମର୍ଥକ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ବାଂଲାଦେଶରେ ବିରୋଧକାରୀ ଏବଂ ସମର୍ଥକଙ୍କ ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ୩୨ ଜଣଙ୍କର ମୃତ୍ୟୁ ଘଟିଛି। […] The post ତୁରନ୍ତ ଇସ୍ତଫା ଦିଅନ୍ତୁ ପ୍ରଧାନମନ୍ତ୍ରୀ: ତେଜିଲା ବିବାଦ, କଫ୍ୟୁ ଜାରି appeared first on Dharitri Odia News.

ତୁରନ୍ତ ଇସ୍ତଫା ଦିଅନ୍ତୁ ପ୍ରଧାନମନ୍ତ୍ରୀ: ତେଜିଲା ବିବାଦ, କଫ୍ୟୁ ଜାରି

ଢାକା,୪।୮: ବାଂଲାଦେଶରେ ପୁଣିଥରେ ସରକାର ବିରୋଧୀ ବିରୋଧ ଆରମ୍ଭ ହୋଇଛି। ପୁଣି ଥରେ ହଜାର ହଜାର ଲୋକ ରାଜଧାନୀ ଢାକାକୁ ଯାଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି।
ରବିବାର ଶାସକ ଆୱାମୀ ଲିଗ ସମର୍ଥକ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ବାଂଲାଦେଶରେ ବିରୋଧକାରୀ ଏବଂ ସମର୍ଥକଙ୍କ ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ୩୨ ଜଣଙ୍କର ମୃତ୍ୟୁ ଘଟିଛି।
ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ଏବଂ ସଂରକ୍ଷଣ ସଂସ୍କାରକୁ ନେଇ ନିକଟରେ ହୋଇଥିବା ପ୍ରତିବାଦରେ ନିହତ ହୋଇଥିବା ଲୋକଙ୍କୁ ନ୍ୟାୟ ଦାବିରେ ସ୍ଲୋଗାନ ଦେଇଥିଲେ।

The post ତୁରନ୍ତ ଇସ୍ତଫା ଦିଅନ୍ତୁ ପ୍ରଧାନମନ୍ତ୍ରୀ: ତେଜିଲା ବିବାଦ, କଫ୍ୟୁ ଜାରି appeared first on Dharitri Odia News.