ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ, ୩ ଗିରଫ

ଉଦଳା: ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ । ଏକ ଘରୋଇ ବସରୁ ବ୍ୟାପକ ଦେଶୀ ମଦ ଜବତ କରିଲା ଉଦଳା ପୋଲିସ । ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ୩ ଜଣ ବେପାରୀ ଧରାପଡ଼ିଛନ୍ତି । ଏକ ବସରୁ ୧୫୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । ଦଳାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଘରୋଇ ବସରୁ ଦେଶୀ ମଦ ଜବତ କରାଯାଇଛି । ଗିରଫ […] The post ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ, ୩ ଗିରଫ appeared first on KNews Odisha.

ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ, ୩ ଗିରଫ
liquor

ଉଦଳା: ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ । ଏକ ଘରୋଇ ବସରୁ ବ୍ୟାପକ ଦେଶୀ ମଦ ଜବତ କରିଲା ଉଦଳା ପୋଲିସ । ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ୩ ଜଣ ବେପାରୀ ଧରାପଡ଼ିଛନ୍ତି । ଏକ ବସରୁ ୧୫୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । ଦଳାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଘରୋଇ ବସରୁ ଦେଶୀ ମଦ ଜବତ କରାଯାଇଛି । ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ବେପାରୀ ଭୁବନେଶ୍ୱର ଏବଂ ଅନ୍ୟ ଜଣେ ଉଦଳା ଅଞ୍ଚଳର ବୋଲି ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ାଉ କରିଥିଲା ପୋଲିସ ।

 

 

 

The post ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ, ୩ ଗିରଫ appeared first on KNews Odisha.