ଥରିଲା ଆମେରିକାର ୨ ସହର
ନ୍ୟୁୟର୍କ,୫।୪: ଥରିଲା ଆମେରିକାର ୨ ସହର। ଶୁକ୍ରବାର ଦେଶର ନ୍ୟୁୟର୍କ ସହରରେ ୪.୮ ତିବ୍ରତା ବିଶିଷ୍ଟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସେହିଭଳି ନ୍ୟୁ ଜର୍ସିରେ ମଧ୍ୟ ସମାନ ତିବ୍ରତାର ଭୂକମ୍ପ ଆସିଥିଲା। ଏହାର କେନ୍ଦ୍ରସ୍ଥଳ ୧୦ କିମି ଗର୍ଭରେ ରହିଥିଲା। ତେବେ ଏଥିରେ କୌଣସି ଜନଜୀବନ କ୍ଷୟକ୍ଷତିର କୌଣସି ରିପୋର୍ଟ ଆସିନାହିଁ। ହେଲେ ସହରବାସୀ ଭୟଭୀତ ହୋଇଯାଇଥିବା କୁହାଯାଉଛି। The post ଥରିଲା ଆମେରିକାର ୨ ସହର appeared first on Dharitri Odia News.
ନ୍ୟୁୟର୍କ,୫।୪: ଥରିଲା ଆମେରିକାର ୨ ସହର। ଶୁକ୍ରବାର ଦେଶର ନ୍ୟୁୟର୍କ ସହରରେ ୪.୮ ତିବ୍ରତା ବିଶିଷ୍ଟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସେହିଭଳି ନ୍ୟୁ ଜର୍ସିରେ ମଧ୍ୟ ସମାନ ତିବ୍ରତାର ଭୂକମ୍ପ ଆସିଥିଲା। ଏହାର କେନ୍ଦ୍ରସ୍ଥଳ ୧୦ କିମି ଗର୍ଭରେ ରହିଥିଲା। ତେବେ ଏଥିରେ କୌଣସି ଜନଜୀବନ କ୍ଷୟକ୍ଷତିର କୌଣସି ରିପୋର୍ଟ ଆସିନାହିଁ। ହେଲେ ସହରବାସୀ ଭୟଭୀତ ହୋଇଯାଇଥିବା କୁହାଯାଉଛି।
The post ଥରିଲା ଆମେରିକାର ୨ ସହର appeared first on Dharitri Odia News.