ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ
ବ୍ୟାଙ୍କକ୍,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍କୁ ମଞ୍ଜୁରୀ ଦେଇଛି। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ ବିଧେୟକ ସପକ୍ଷରେ ଭୋଟ ଦେଇଥିବାବେଳେ ଅନ୍ୟ ୧୦ ସଦସ୍ୟ ବିଲ୍କୁ ବିରୋଧ କରିଥିଲେ। ୨ ଜଣ ଅନୁପସ୍ଥିତ ଥିବାବେଳେ ୩ ମତଦାନରୁ ବିରତ ରହିଥିଲେ। ଏହି ବିଲ୍ ସିନେଟର ଅନୁମୋଦନ ଲାଭ କରି ଆଇନରେ ପରିଣତ ହେଲେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାରେ ଥାଇଲାଣ୍ଡ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ହେବ। The post ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ appeared first on Dharitri Odia News.
ବ୍ୟାଙ୍କକ୍,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍କୁ ମଞ୍ଜୁରୀ ଦେଇଛି। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ ବିଧେୟକ ସପକ୍ଷରେ ଭୋଟ ଦେଇଥିବାବେଳେ ଅନ୍ୟ ୧୦ ସଦସ୍ୟ ବିଲ୍କୁ ବିରୋଧ କରିଥିଲେ। ୨ ଜଣ ଅନୁପସ୍ଥିତ ଥିବାବେଳେ ୩ ମତଦାନରୁ ବିରତ ରହିଥିଲେ। ଏହି ବିଲ୍ ସିନେଟର ଅନୁମୋଦନ ଲାଭ କରି ଆଇନରେ ପରିଣତ ହେଲେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାରେ ଥାଇଲାଣ୍ଡ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ହେବ।
The post ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ appeared first on Dharitri Odia News.