ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ, ଉଲ୍ଲଂଘନ କଲେ ୩ ବର୍ଷର ଜେଲଦଣ୍ଡ ସହ…

ସିଓଲ,୯।୧: ଆଉ କୁକୁର ମାଂସ ଖାଇପାରିବେ ନାହିଁ ଦକ୍ଷିଣ କୋରିଆବାସୀ। ମଙ୍ଗଳବାର ଦେଶର ସଂସଦରେ ଉପଭୋଗ ଲାଗି କୁକୁରଙ୍କ ପ୍ରଜନନ ଏବଂ ହତ୍ୟା ସମ୍ପର୍କିତ ଏକ ବିଲ୍‌ ପାସ୍‌ ହୋଇଛି। ଫଳରେ କୁକୁର ମାଂସ ଖାଇବାକୁ ନେଇ ରହିଥିବା ବିବାଦାସ୍ପଦ ପ୍ରଥା ଶେଷ ହୋଇଛି। କହିରଖୁଛୁ ଯେ, ଗତ କିଛି ବର୍ଷ ଧରି ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବାକୁ ନେଇ ବିବାଦ ଉପୁଜି ଆସୁଥିଲା। ଏବେ ସରକାର ଏହାର ସେବନ ଉପରେ ପ୍ରତିବନ୍ଧକ ବିଲ୍‌କୁ ପାସ୍‌ […] The post ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ, ଉଲ୍ଲଂଘନ କଲେ ୩ ବର୍ଷର ଜେଲଦଣ୍ଡ ସହ… appeared first on Dharitri Odia News.

ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ, ଉଲ୍ଲଂଘନ କଲେ ୩ ବର୍ଷର ଜେଲଦଣ୍ଡ ସହ…

ସିଓଲ,୯।୧: ଆଉ କୁକୁର ମାଂସ ଖାଇପାରିବେ ନାହିଁ ଦକ୍ଷିଣ କୋରିଆବାସୀ। ମଙ୍ଗଳବାର ଦେଶର ସଂସଦରେ ଉପଭୋଗ ଲାଗି କୁକୁରଙ୍କ ପ୍ରଜନନ ଏବଂ ହତ୍ୟା ସମ୍ପର୍କିତ ଏକ ବିଲ୍‌ ପାସ୍‌ ହୋଇଛି। ଫଳରେ କୁକୁର ମାଂସ ଖାଇବାକୁ ନେଇ ରହିଥିବା ବିବାଦାସ୍ପଦ ପ୍ରଥା ଶେଷ ହୋଇଛି।

କହିରଖୁଛୁ ଯେ, ଗତ କିଛି ବର୍ଷ ଧରି ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବାକୁ ନେଇ ବିବାଦ ଉପୁଜି ଆସୁଥିଲା। ଏବେ ସରକାର ଏହାର ସେବନ ଉପରେ ପ୍ରତିବନ୍ଧକ ବିଲ୍‌କୁ ପାସ୍‌ କରିଦେଇଛନ୍ତି। ଖାଇବା ଲାଗି କୁକୁରକୁ ହତ୍ୟା କଲେ ୩ ବର୍ଷ ଯାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ। ନଚେତ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ ବୋଲି ବିଲ୍‌ରେ କୁହାଯାଇଛି।

The post ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ, ଉଲ୍ଲଂଘନ କଲେ ୩ ବର୍ଷର ଜେଲଦଣ୍ଡ ସହ… appeared first on Dharitri Odia News.