ଦକ୍ଷିଣ ଗ୍ରୀସ୍ରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୨
ଦକ୍ଷିଣ ଗ୍ରୀସ୍ରେ ଭୂକମ୍ପ ଝଟକା । ଗ୍ରୀସର କ୍ରେତେରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡର ଥିବା ନେଇ ଜଣାପଡିଛି । ଏଥିରେ କୌଣସି ଜନ ଜୀବନ ବା କ୍ଷତି ବିଷୟରେ ସୂଚନା ନାହିଁ । ଏନେଇ ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ। ଏଥେନ୍ସ ଜିଓଡାଇନାମିକ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ସମୟରେ କ୍ରେତର ଏବଂ ଗାଭଡୋସ୍ ଦ୍ୱୀପ ମଧ୍ୟରେ ଭୂତଳରେ ଭୂକମ୍ପ ଘଟିଛି। ଏହାର ଗଭୀରତା ୧୧.୬ କିଲୋମିଟର ଥିଲା । ଅଗ୍ନିଶମ ବିଭାଗ କହିଛି ଯେ ବିଲ୍ଡିଂରେ କୌଣସି ଆଘାତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ ପ୍ରାଥମିକ ରିପୋର୍ଟ ଗ୍ରହଣ କରାଯାଇ ନାହିଁ।
ଦକ୍ଷିଣ ଗ୍ରୀସ୍ରେ ଭୂକମ୍ପ ଝଟକା । ଗ୍ରୀସର କ୍ରେତେରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡର ଥିବା ନେଇ ଜଣାପଡିଛି । ଏଥିରେ କୌଣସି ଜନ ଜୀବନ ବା କ୍ଷତି ବିଷୟରେ ସୂଚନା ନାହିଁ । ଏନେଇ ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ।
ଏଥେନ୍ସ ଜିଓଡାଇନାମିକ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ସମୟରେ କ୍ରେତର ଏବଂ ଗାଭଡୋସ୍ ଦ୍ୱୀପ ମଧ୍ୟରେ ଭୂତଳରେ ଭୂକମ୍ପ ଘଟିଛି। ଏହାର ଗଭୀରତା ୧୧.୬ କିଲୋମିଟର ଥିଲା । ଅଗ୍ନିଶମ ବିଭାଗ କହିଛି ଯେ ବିଲ୍ଡିଂରେ କୌଣସି ଆଘାତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ ପ୍ରାଥମିକ ରିପୋର୍ଟ ଗ୍ରହଣ କରାଯାଇ ନାହିଁ।