ଦାଉଦ ଗିରଫ, କର୍ନାଟକରୁ ଆସୁଛନ୍ତି ମହାରାଷ୍ଟ୍ର
ନୂଆଦିଲ୍ଲୀ,୩୦।୭: ମୁମ୍ବାଇ ନିକଟସ୍ଥ ନଭି ମୁମ୍ବାଇରେ ୨୦ ବର୍ଷିୟା ବାଳିକା ଯଶଶ୍ରୀ ଶିନ୍ଦେଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଦାଉଦ ଶେଖଙ୍କୁ ପୋଲିସ ଗିରଫ କରିଛି। କର୍ନାଟକର ଶାହପୁର ଗୁଲବର୍ଗରୁ ଉରୁନ ପୋଲିସ ଦାଉଦ ଶେଖଙ୍କୁ ଗିରଫ କରିଛି। ତାଙ୍କୁ କର୍ନାଟକରୁ ମହାରାଷ୍ଟ୍ରକୁ ଅଣାଯାଉଛି। କିଛି ଦିନ ପୂର୍ବେ ନଭି ମୁମ୍ବାଇର ଏକ ରେଳ ଷ୍ଟେଶନ ନିକଟ ବୁଦା ଭିତରୁ ୨୦ ବର୍ଷ ବୟସ୍କା ଯଶଶ୍ରୀ ଶିନ୍ଦେଙ୍କ ମୃତଦେହ ମିଳିଥିଲା। ଭାଜପା ଏବଂ ହିନ୍ଦୁ ସଂଗଠନ ଏହାକୁ ଲଭ […] The post ଦାଉଦ ଗିରଫ, କର୍ନାଟକରୁ ଆସୁଛନ୍ତି ମହାରାଷ୍ଟ୍ର appeared first on Dharitri Odia News.
ନୂଆଦିଲ୍ଲୀ,୩୦।୭: ମୁମ୍ବାଇ ନିକଟସ୍ଥ ନଭି ମୁମ୍ବାଇରେ ୨୦ ବର୍ଷିୟା ବାଳିକା ଯଶଶ୍ରୀ ଶିନ୍ଦେଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଦାଉଦ ଶେଖଙ୍କୁ ପୋଲିସ ଗିରଫ କରିଛି। କର୍ନାଟକର ଶାହପୁର ଗୁଲବର୍ଗରୁ ଉରୁନ ପୋଲିସ ଦାଉଦ ଶେଖଙ୍କୁ ଗିରଫ କରିଛି। ତାଙ୍କୁ କର୍ନାଟକରୁ ମହାରାଷ୍ଟ୍ରକୁ ଅଣାଯାଉଛି।
କିଛି ଦିନ ପୂର୍ବେ ନଭି ମୁମ୍ବାଇର ଏକ ରେଳ ଷ୍ଟେଶନ ନିକଟ ବୁଦା ଭିତରୁ ୨୦ ବର୍ଷ ବୟସ୍କା ଯଶଶ୍ରୀ ଶିନ୍ଦେଙ୍କ ମୃତଦେହ ମିଳିଥିଲା। ଭାଜପା ଏବଂ ହିନ୍ଦୁ ସଂଗଠନ ଏହାକୁ ଲଭ ଜିହାଦର ମାମଲା ବୋଲି କହୁଛନ୍ତି। ଏହା ସାମ୍ନାକୁ ଆସିଛି ଯେ ଝିଅର ବାପା ୨୦୧୯ରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଅଭିଯୁକ୍ତ ନାବାଳିକାକୁ ହତ୍ୟା କରିଥିଲେ।
The post ଦାଉଦ ଗିରଫ, କର୍ନାଟକରୁ ଆସୁଛନ୍ତି ମହାରାଷ୍ଟ୍ର appeared first on Dharitri Odia News.