ଦାଦନ ଯାଇଥିଲେ ଶବ ହୋଇ ଫେରିଲେ: ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ
ବଲାଙ୍ଗିର,୮।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଗଣ୍ଡବାହାଲ (ଜାମପାଲି) ଗାଁର ଦାଦନ ଶ୍ରମିକ ଲାଲ ପାତ୍ର (୫୮)ଙ୍କ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ତାଙ୍କ ମୃତଦେହ ବଲାଙ୍ଗୀର ପହଞ୍ଚାଇବା ପରେ ସମ୍ପର୍କୀୟ ଓ ଗାଁ ଲୋକ ପୁଇଁତଲା ଥାନାକୁ ମୃତଦେହ ଆଣି ଘଟଣାର ତଦନ୍ତ ଦାବି କରିଛନ୍ତି। ପୁଇଁତଲା ବ୍ଳକ ଆଡିସନାଲ ବିଡ଼ିଓ, ତହସିଲଦାର, ଶ୍ରମ ବିଭାଗ ଅଧିକାରୀମାନେ ଥାନାକୁ ଯାଇ ପୀଡ଼ିତ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ରେଡ଼କ୍ରସ […] The post ଦାଦନ ଯାଇଥିଲେ ଶବ ହୋଇ ଫେରିଲେ: ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ appeared first on Dharitri Odia News.
ବଲାଙ୍ଗିର,୮।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଗଣ୍ଡବାହାଲ (ଜାମପାଲି) ଗାଁର ଦାଦନ ଶ୍ରମିକ ଲାଲ ପାତ୍ର (୫୮)ଙ୍କ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ତାଙ୍କ ମୃତଦେହ ବଲାଙ୍ଗୀର ପହଞ୍ଚାଇବା ପରେ ସମ୍ପର୍କୀୟ ଓ ଗାଁ ଲୋକ ପୁଇଁତଲା ଥାନାକୁ ମୃତଦେହ ଆଣି ଘଟଣାର ତଦନ୍ତ ଦାବି କରିଛନ୍ତି। ପୁଇଁତଲା ବ୍ଳକ ଆଡିସନାଲ ବିଡ଼ିଓ, ତହସିଲଦାର, ଶ୍ରମ ବିଭାଗ ଅଧିକାରୀମାନେ ଥାନାକୁ ଯାଇ ପୀଡ଼ିତ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ରେଡ଼କ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।
The post ଦାଦନ ଯାଇଥିଲେ ଶବ ହୋଇ ଫେରିଲେ: ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ appeared first on Dharitri Odia News.