ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର: ବଢ଼ିଲା ଭତ୍ତା, ଜାଣନ୍ତୁ କେବେଠୁ ପାଇବେ…

ଭୁବନେଶ୍ୱର,୨୧।୫: ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର। ବଢ଼ିଲା ଭତ୍ତା। ଏଣିକି ଭିନ୍ନକ୍ଷମଙ୍କୁ ମିଳିବ ୩୫୦୦ ଟଙ୍କା। ଆସନ୍ତା ଜୁନ ମାସରୁ ଏହି ବର୍ଦ୍ଧିତ ଭତ୍ତା ମିଳିବ। ବର୍ଦ୍ଧିତ ଭତ୍ତା ନେଇ DSSOSଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ନାଗରିକଙ୍କୁ ମଧ୍ୟ  ବର୍ଦ୍ଧିତ ଭତ୍ତା ମିଳିବ। ଜୁନ ସୁଦ୍ଧା ୮୦ ବର୍ଷ ହୋଇଥିଲେ  ବର୍ଦ୍ଧିତ ଭତ୍ତା ମିଳିବ। The post ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର: ବଢ଼ିଲା ଭତ୍ତା, ଜାଣନ୍ତୁ କେବେଠୁ ପାଇବେ… appeared first on Dharitri Odia News.

ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର: ବଢ଼ିଲା ଭତ୍ତା, ଜାଣନ୍ତୁ କେବେଠୁ ପାଇବେ…

ଭୁବନେଶ୍ୱର,୨୧।୫: ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର। ବଢ଼ିଲା ଭତ୍ତା। ଏଣିକି ଭିନ୍ନକ୍ଷମଙ୍କୁ ମିଳିବ ୩୫୦୦ ଟଙ୍କା। ଆସନ୍ତା ଜୁନ ମାସରୁ ଏହି ବର୍ଦ୍ଧିତ ଭତ୍ତା ମିଳିବ। ବର୍ଦ୍ଧିତ ଭତ୍ତା ନେଇ DSSOSଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ନାଗରିକଙ୍କୁ ମଧ୍ୟ  ବର୍ଦ୍ଧିତ ଭତ୍ତା ମିଳିବ। ଜୁନ ସୁଦ୍ଧା ୮୦ ବର୍ଷ ହୋଇଥିଲେ  ବର୍ଦ୍ଧିତ ଭତ୍ତା ମିଳିବ।

The post ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର: ବଢ଼ିଲା ଭତ୍ତା, ଜାଣନ୍ତୁ କେବେଠୁ ପାଇବେ… appeared first on Dharitri Odia News.