ଦିଲ୍ଲୀରୁ ଧରାପଡ଼ିଲେ ମୋଷ୍ଟଓ୍ବାଣ୍ଟେଡ୍ ହିଜ୍ବୁଲ ଆତଙ୍କବାଦୀ
ନୂଆଦିଲ୍ଲୀ,୪।୧: ଜମ୍ମୁ-କଶ୍ମୀରର ମୋଷ୍ଟଓ୍ବାଣ୍ଟେଡ୍ ହିଜ୍ବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀ ଜାଭିଦ ଅହମଦ ମାଟ୍ଟୁଙ୍କୁ ଦିଲ୍ଲୀ ପୋଲିସ୍ର ସ୍ବତନ୍ତ୍ର ସେଲ୍ ଗୁରୁବାର ତାଙ୍କୁ ଗିରଫ କରିଛି। ଆତଙ୍କବାଦୀ ଜାଭିଦ କଶ୍ମୀରର ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ଥିଲେ। ସେ ସୁରକ୍ଷା ବଳର ୧୦ ଶୀର୍ଷ ଟାର୍ଗେଟ ମଧ୍ୟରେ ରହିଥିଲେ। ତାଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ମାଟ୍ଟୁଙ୍କ ଘର ସୋପୁର ଅଞ୍ଚଳରେ। ସେ ବିଭିନ୍ନ ସମୟରେ […] The post ଦିଲ୍ଲୀରୁ ଧରାପଡ଼ିଲେ ମୋଷ୍ଟଓ୍ବାଣ୍ଟେଡ୍ ହିଜ୍ବୁଲ ଆତଙ୍କବାଦୀ appeared first on Dharitri Odia News.
ନୂଆଦିଲ୍ଲୀ,୪।୧: ଜମ୍ମୁ-କଶ୍ମୀରର ମୋଷ୍ଟଓ୍ବାଣ୍ଟେଡ୍ ହିଜ୍ବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀ ଜାଭିଦ ଅହମଦ ମାଟ୍ଟୁଙ୍କୁ ଦିଲ୍ଲୀ ପୋଲିସ୍ର ସ୍ବତନ୍ତ୍ର ସେଲ୍ ଗୁରୁବାର ତାଙ୍କୁ ଗିରଫ କରିଛି।
ଆତଙ୍କବାଦୀ ଜାଭିଦ କଶ୍ମୀରର ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ଥିଲେ। ସେ ସୁରକ୍ଷା ବଳର ୧୦ ଶୀର୍ଷ ଟାର୍ଗେଟ ମଧ୍ୟରେ ରହିଥିଲେ। ତାଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ମାଟ୍ଟୁଙ୍କ ଘର ସୋପୁର ଅଞ୍ଚଳରେ। ସେ ବିଭିନ୍ନ ସମୟରେ ପାକିସ୍ତାନ ଯାଉଥିବା ଜଣାପଡିଛି।
The post ଦିଲ୍ଲୀରୁ ଧରାପଡ଼ିଲେ ମୋଷ୍ଟଓ୍ବାଣ୍ଟେଡ୍ ହିଜ୍ବୁଲ ଆତଙ୍କବାଦୀ appeared first on Dharitri Odia News.