ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର୍, ଚାଲିଗଲା ପରିବାରର ୬ ଜୀବନ

ମୃତକମାନଙ୍କ ପରିଚୟ ମିଳିପାରିନି।

ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର୍, ଚାଲିଗଲା ପରିବାରର ୬ ଜୀବନ

କେନ୍ଦୁଝର ଚମ୍ପୁଆ ଥାନା ରିମୁଳି ବାଇପାସ୍ ରେ ମର୍ମନ୍ତୁଦ ଦୁର୍ଘଟଣ। ସିରିଜ୍ ଦୁର୍ଘଟଣାରେ ଯାଇଛି ୬ ଜଣଙ୍କ ଜୀବନ। ଟ୍ରକ୍-କାର୍ ଓ ଟ୍ରକ୍ ମଧ୍ୟରେ ପରସ୍ପର ଧକ୍କାରେ କାରରେ ଥିବା ୬ ଜଣଙ୍କ ମୃତ୍ୟୁ ଘଟିଛି। କାରରେ ଥିବା ଲୋକମାନେ କେନ୍ଦୁଝରରୁ ବଡ଼ବିଲ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନଙ୍କ ପରିଚୟ ମିଳିପାରିନି।