ଦୁନିଆର ସବୁଠାରୁ ଧନୀବ୍ୟକ୍ତିଙ୍କର ରାଶି କ’ଣ? ଜାଣନ୍ତୁ

ରାଶିରୁ ଜଣାପଡେ ସ୍ବଭାବ। ଜାଣି ଆଶ୍ଚର୍ଯ୍ୟ ହେବେ ୨୦୨୨ରେ ଫୋବର୍‌ସ ଦ୍ୱାରା ଜାରି କରାଯାଇଥିବା ୩୦୦ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ତୁଳା ରାଶିର ଥିଲେ। ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ କୋଟିପତି ବ୍ୟକ୍ତିଙ୍କ ରାଶି କ’ଣ। ଦୁନିଆର ସବୁଠାରୁ ଧନୀବ୍ୟକ୍ତି ହେଲେ ଏଲ ମସ୍କ। ଟେସଲା ଓ ଏକ୍ସ ମୁଖ୍ୟ ମସ୍କଙ୍କ ରାଶି ହେଉଛି କର୍କଟ। ଏହା ପଛକୁ ଅଛନ୍ତି ଫ୍ରେଞ୍ଚ ବିଜନେସମ୍ୟାନ ବର୍ନାଡ ଅନୋଲ୍ଟ। ତାଙ୍କର ମୀନ ରାଶି। ଆମାଜନ ପ୍ରତିଷ୍ଠାତା ଜେଫ୍‌ […] The post ଦୁନିଆର ସବୁଠାରୁ ଧନୀବ୍ୟକ୍ତିଙ୍କର ରାଶି କ’ଣ? ଜାଣନ୍ତୁ appeared first on Dharitri Odia News.

ଦୁନିଆର ସବୁଠାରୁ ଧନୀବ୍ୟକ୍ତିଙ୍କର ରାଶି କ’ଣ? ଜାଣନ୍ତୁ

ରାଶିରୁ ଜଣାପଡେ ସ୍ବଭାବ। ଜାଣି ଆଶ୍ଚର୍ଯ୍ୟ ହେବେ ୨୦୨୨ରେ ଫୋବର୍‌ସ ଦ୍ୱାରା ଜାରି କରାଯାଇଥିବା ୩୦୦ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ତୁଳା ରାଶିର ଥିଲେ। ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ କୋଟିପତି ବ୍ୟକ୍ତିଙ୍କ ରାଶି କ’ଣ।

ଦୁନିଆର ସବୁଠାରୁ ଧନୀବ୍ୟକ୍ତି ହେଲେ ଏଲ ମସ୍କ। ଟେସଲା ଓ ଏକ୍ସ ମୁଖ୍ୟ ମସ୍କଙ୍କ ରାଶି ହେଉଛି କର୍କଟ। ଏହା ପଛକୁ ଅଛନ୍ତି ଫ୍ରେଞ୍ଚ ବିଜନେସମ୍ୟାନ ବର୍ନାଡ ଅନୋଲ୍ଟ। ତାଙ୍କର ମୀନ ରାଶି। ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସଙ୍କ ରାଶି ମକର। ଏହି କ୍ରମରେ ଆମେରିକୀୟ ବିଜନେସମ୍ୟାନ ଲ୍ୟାରି ଏଲିଶନଙ୍କ ସିଂହ ରାଶି। ପଛକୁ ଓ୍ବାରେନ ବଫେଟଙ୍କ କନ୍ୟା ରାଶି। ବିଲ୍‌ ଗେଟସ୍‌ଙ୍କ ବୃଷ ରାଶି। ମୁକେଶ ଅମ୍ବାନୀଙ୍କ ମେଷ ରାଶି।

The post ଦୁନିଆର ସବୁଠାରୁ ଧନୀବ୍ୟକ୍ତିଙ୍କର ରାଶି କ’ଣ? ଜାଣନ୍ତୁ appeared first on Dharitri Odia News.