ଦୁବାଇରେ ମହାଦେବ ବେଟିଂ ଆପ୍‌ ମାଲିକ ଅଟକ

ଦୁବାଇ,୧୧ା୧୦: ମହାଦେବ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ ତଥା ମାଷ୍ଟରମାଇଣ୍ଡ୍‌ ସୌରଭ ଚନ୍ଦ୍ରକରଙ୍କୁ ଦୁବାଇରେ ଅଟକ ରଖାଯାଇଛି। ଇଣ୍ଟରପୋଲର ରେଡ୍‌ କର୍ନର ନୋଟିସ୍‌ ପରେ ତାଙ୍କୁ ଅଟକ ରଖାଯାଇଛି। ସପ୍ତାହେ ଭିତରେ ସୌରଭଙ୍କୁ ଭାରତ ଅଣାଯିବା ସମ୍ଭାବନା ରହିଛି। ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍‌ ବିରୋଧରେ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଟିମ୍‌ ତାଙ୍କୁ ଏହି ସପ୍ତାହକ ମଧ୍ୟରେ ଭାରତ ଆଣିବ। ନୋଟିସ୍‌ ଆଧାରରେ ଇଡି ସୌରଭଙ୍କୁ ଅଟକ କରିଛି। ଇଡି […] The post ଦୁବାଇରେ ମହାଦେବ ବେଟିଂ ଆପ୍‌ ମାଲିକ ଅଟକ appeared first on Dharitri Odia News.

ଦୁବାଇରେ ମହାଦେବ ବେଟିଂ ଆପ୍‌ ମାଲିକ ଅଟକ

ଦୁବାଇ,୧୧ା୧୦: ମହାଦେବ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ ତଥା ମାଷ୍ଟରମାଇଣ୍ଡ୍‌ ସୌରଭ ଚନ୍ଦ୍ରକରଙ୍କୁ ଦୁବାଇରେ ଅଟକ ରଖାଯାଇଛି। ଇଣ୍ଟରପୋଲର ରେଡ୍‌ କର୍ନର ନୋଟିସ୍‌ ପରେ ତାଙ୍କୁ ଅଟକ ରଖାଯାଇଛି। ସପ୍ତାହେ ଭିତରେ ସୌରଭଙ୍କୁ ଭାରତ ଅଣାଯିବା ସମ୍ଭାବନା ରହିଛି। ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍‌ ବିରୋଧରେ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଟିମ୍‌ ତାଙ୍କୁ ଏହି ସପ୍ତାହକ ମଧ୍ୟରେ ଭାରତ ଆଣିବ। ନୋଟିସ୍‌ ଆଧାରରେ ଇଡି ସୌରଭଙ୍କୁ ଅଟକ କରିଛି। ଇଡି ବିଦେଶ ମନ୍ତ୍ରଣାଳୟ(ଏମ୍‌ଇଏ) ଏବଂ ଗୃହ ମନ୍ତ୍ରଣାଳୟ(ଏମ୍‌ଏଚ୍‌) ସହିତ ମିଶି ଏହି ମାମଲାରେ ଏକ ପ୍ରମୁଖ କାର୍ଯ୍ୟକୁ ସଂଯୋଜନା କରିଥିଲେ।

The post ଦୁବାଇରେ ମହାଦେବ ବେଟିଂ ଆପ୍‌ ମାଲିକ ଅଟକ appeared first on Dharitri Odia News.